Advertisment

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଲେ ଆଉ ୧୨ ଚିତା ବାଘ

ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦକ୍ଷିଣ ଆଫ୍ରିକାରୁ କୁନୋ ନ୍ୟାସନାଲ ପାର୍କ ଆସିଲେ ୧୨ ଚିତା।

author-image
Manoj Swain

ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦକ୍ଷିଣ ଆଫ୍ରିକାରୁ କୁନୋ ନ୍ୟାସନାଲ ପାର୍କ ଆସିଲେ ୧୨ ଚିତା। ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର ଭାବେ ନିର୍ମିତ ଏନକ୍ଲୋଜରରେ ବାଘଙ୍କୁ ରଖାଯିବ। ୨୦ଚିତାଙ୍କ ମଧ୍ୟରେ ୭ଟି ଅଣ୍ଡିରା ଏବଂ ୫ଟି ମାଇ ରହିଛନ୍ତି। ମଧ୍ୟପ୍ରଦେଶର କୁନୋ ଜାତୀୟ ପ୍ରାଣୀ ଉଦ୍ୟାନରେ ଏବେ ଚିତାଙ୍କ ସଂଖ୍ୟା ୨୦ରେ ପହଁଚିଛି। ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତାଙ୍କୁ ଅଣାଯାଇଥିଲା।

Advertisment
Madhya Pradesh Cheeta African Cheetah