Advertisment

ଆଉ ଜଣେ ଶିକ୍ଷାଦୂତଙ୍କୁ ମାରିଦେଲେ ନକ୍ସଲ

ସ୍କୁଲରୁ ଫେରୁଥିବା ସମୟରେ ନକ୍ସଲମାନେ ତାଙ୍କୁ ଅପହରଣ କରିଥିଲେ ଏବଂ ବିଳମ୍ବିତ ରାତିରେ ହତ୍ୟା କରିଥିଲେ।

Sikhyaduta

Sikhyaduta

Advertisment

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ଆଉ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି। ମୃତ ଶିକ୍ଷାଦୂତଙ୍କ ନାଁ କଲ୍ଲୁ ତାତି। ତାଙ୍କ ଘର ଟୋଡକାରେ। ସେ ଗଙ୍ଗାଲୁର ଅଞ୍ଚଳର ନେନ୍ଦରାରେ ଏକ ସ୍କୁଲରେ ନିଯୁକ୍ତ ହୋଇଥିଲେ।

Advertisment

ଗତକାଲି ସନ୍ଧ୍ୟାରେ ସେ ସ୍କୁଲରୁ ଫେରୁଥିବା ସମୟରେ ନକ୍ସଲମାନେ ତାଙ୍କୁ ଅପହରଣ କରିଥିଲେ ଏବଂ ବିଳମ୍ବିତ ରାତିରେ ହତ୍ୟା କରିଥିଲେ।

ନକ୍ସଲ ପ୍ରବଣ ଜିଲ୍ଲାଗୁଡ଼ିକରେ ବନ୍ଦ ସ୍କୁଲଗୁଡ଼ିକ ପୁନର୍ବାର ଖୋଲିବା ପରେ ନକ୍ସଲମାନେ ଏପର୍ଯ୍ୟନ୍ତ ମୋଟ ୯ ଜଣ ଶିକ୍ଷାଦୂତଙ୍କୁ ହତ୍ୟା କଲେଣି। କେବଳ ବିଜାପୁର ଜିଲ୍ଲାରେ ୫ ଜଣ ଶିକ୍ଷାଦୂତଙ୍କୁ ହତ୍ୟା କରାଯାଇଛି।

Advertisment
Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe