Earth quack
Advertisment
ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲା। ରିକ୍ଟର ସ୍କେଲରେ ଏହା ତୀବ୍ରତା ୫.୩ ରେକର୍ଡ କରାଯାଇଛି।
Advertisment
ରାତି ୯.୩୪ରେ ଚାମ୍ବା ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଛି। ତେବେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ପ୍ରକାରର ରିପୋର୍ଟ ମିଳି ନାହିଁ। ଝଟକା ପରେ ଲୋକମାନେ ନିଜ ନିଜର ଘର ଛାଡ଼ି ଖୋଲା ସ୍ଥାନକୁ ଚାଲି ଆସିଥିଲେ। ସେହିପରି ସେମାନେ ସେଠାରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1703766883.jpg)