ଅରୁଣାଚଳରେ କାଉଣ୍ଟିଂ ଜାରି, ବିଜୟ ଅଭିମୁଖେ ବିଜେପି

ସିକ୍କିମରେ ଶାସକ SKM ୨୭, SDF ୧ ଓ ବିଜେପି ୧ ଆସନରେ ଆଗୁଆ ଅଛି।

Poll result

ଚାଲିଛି ଭୋଟ୍‌ ଗଣତି

Madhupriya Mistry
  • Published: Sunday, 02 June 2024
  • Updated: 02 June 2024, 11:33 AM IST

Sports

Latest News

କିଏ ଜିତିବ ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍‌। ଆରମ୍ଭ ହୋଇଛି କାଉଣ୍ଟିଂ। ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ବିଧାନସଭା ନିର୍ବାଚନ ଆସିଛି ଫଳାଫଳ। ଏ ଦୁଇ ରାଜ୍ୟରେ ଆଜି ଭୋଟ୍ ଗଣତି ଚାଲିଛି।

ତେବେ ଅରୁଣାଚଳ ପ୍ରଦେଶରେ ମୋଟ ୬୦ ସିଟ୍ ମଧ୍ୟରୁ ୧୦ଟି ଆସନରେ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିପରି ୩୧ଟି ଆସନରେ ବିଜେପି ଆଗୁଆ ରହିଛି। ଅନ୍ୟପଟେ ବିରୋଧୀ ଏନ୍‌ସିପି ୩ଟି ଆସନରେ ଆଗୁଆ ରହିଛି। ସେପଟେ କଂଗ୍ରେସ ଖୋତା ଖୋଲିଛି। ଗୋଟିଏ ଆସନରେ ଆଗୁଆ ରହିଛି। 

Also Read

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇନଥିବା ବ୍ୟକ୍ତିଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ମଧ୍ୟ ଅଛନ୍ତି। ବିଧାୟକ ଭାବରେ ସେ ବିନା କୌଣସି ମୁକାବିଲାରେ ଚାରିଟି ମଧ୍ୟରୁ ତିନି ଥର ତୱାଙ୍ଗ ଜିଲ୍ଲାର ମୁକ୍ତୋରୁ ଜିତିଛନ୍ତି। ସେହିପରି ନିର୍ଦ୍ୱନ୍ଦ୍ୱରେ ​​ନିର୍ବାଚିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଚୌଖମରୁ ଉପମୁଖ୍ୟମନ୍ତ୍ରୀ ଚାଉନା ମିନ୍‌, ଇଟାନାଗରରୁ ତେଚି କାସୋ, ତାଲିହାରୁ ନୟାଟୋ ଡୁକମ୍ ଏବଂ ରୋଇଙ୍ଗରୁ ମୁଚୁ ମିଠି ମଧ୍ୟ ଅଛନ୍ତି।

ସେହିଭଳି ସିକ୍କିମରେ ୩୨ଟି ବିଧାନସଭା ଆସନ ଲାଗି ଭୋଟ୍ ଗଣତି ଜାରି ରହିଛି। ସିକ୍କିମରେ ଶାସକ SKM କ୍ଲିନ୍ ସ୍ୱିପ୍ କରିବାକୁ ଯାଉଛି। ଏଠାରେ ଏସ୍‌କେଏମ୍‌ ୨୭, SDF ୧ ଓ ବିଜେପି ୧ ଆସନରେ ଆଗୁଆ ଅଛି। SKM ଲଗାତର ଦ୍ୱିତୀୟ ଥର ପାଇଁ ବିଜୟୀ ଆଡକୁ ଗତି କରୁଛି।  ଏଠାକାର ମ୍ୟାଜିକ୍‌ ନମ୍ବର ୧୭ ରହିଛି। ତେଣୁ ପୋଲିଂ ଗଣତି ଅନୁସାରେ ଏସ୍‌କେଏମ୍‌ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛି ବୋଲି କୁହାଯାଉଛି।

କହିରଖୁ ଯେ, ସିକ୍କିମ୍‌ର ସମସ୍ତ ୩୨ଟି ଆସନରେ ଏସ୍‌କେଏମ୍‌ ଓ ଏସ୍‌ଡିଏଫ୍ ପ୍ରାର୍ଥୀ ଦେଇଛି। ବିଜେପି ୩୧, ସିଏପି-ସିକ୍କିମ ୩୦ ଓ କଂଗ୍ରେସର ୧୨ ପ୍ରାର୍ଥୀ ମୈଦାନରେ ଅଛନ୍ତି।ଏହି ନିର୍ବାଚନରେ ​​ମୋଟ ୧୪୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story