Advertisment

ଜେଲରେ ଅତିକର ପୁଅ ବେହୋସ

ଆତିକର ମୃତ୍ୟୁ ଖବର ଜେଲରେ ଥିବା ପୁଅ ଅଲ୍ଲି ଅହମଦ ନଶୁଣୁ ସେଥିଲାଗି ତା ରୁମର ଟିଭି କନେକ୍ସନ କାଟି ଦେଇଥିଲା ପୁଲିସ। ତଥାପି ଅନେକ ସମୟ ପରେ ନିଜେ ପୁଲିସ ହିଁ ଅଲ୍ଲିକୁ ବାପା ଆତିକର ମୃତ୍ୟୁ ସମ୍ୱନ୍ଧରେ ସୂଚନା ଦେଇଥିଲା। ଆଉ ଏହି ଖବର ଶୁଣିବା କ୍ଷଣି ହିଁ ଜେଲ ଭିତରେ ବେହୋସ ହୋଇଯାଇଥିଲା ଅଲ୍ଲି ଅହମ୍ମଦ।

Atiq Ahmed Crime Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe