Advertisment

ଅଯୋଧ୍ୟା ଆସିଲା ୪ଶହ କିଲୋର ତାଲା

ଏହି ତାଲାର ଓଜନ ୪୦୦ କେଜି ଏବଂ ଚାବିର ଓଜନ ପ୍ରାୟ ୩୦ କେଜି ହେବ ।

Advertisment

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଛି ଉପହାର। ତାଲା ନିର୍ମାଣ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଆଲିଗଡରୁ ପହଞ୍ଚିଛି ବିଶାଳକାୟ ତାଲା। ଏହି ତାଲାର ଓଜନ ୪୦୦ କେଜି ଏବଂ ଚାବିର ଓଜନ ପ୍ରାୟ ୩୦ କେଜି ହେବ ।

Advertisment
Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe