Advertisment

ପୋଖରାନରେ 'ଭାରତ ଶକ୍ତି' ସମରାଭ୍ୟାସ

ଜିପରେ ବୁଲିଲେ, ଯବାନଙ୍କ ଦମ୍ଭ ବଢାଇଲେ ପ୍ରଧାନମନ୍ତ୍ରୀ ମୋଦି।

author-image
Manoj Swain

ରାଜସ୍ଥାନର ପୋଖରାନରେ ଭାରତର ଶକ୍ତି ପ୍ରଦର୍ଶନ। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ତିନି ସେନାର ମିଳିତ ସମରାଭ୍ୟାସ 'ଭାରତ ଶକ୍ତି' ଆରମ୍ଭ ହୋଇଛି। ଏହି ଅବସରରେ ଜିପରେ ବୁଲିଲେ ଏବଂ ଯବାନଙ୍କ ଦମ୍ଭ ବଢାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment
PM Modi Rajasthan Pokhran