Advertisment

ପୋଖରାନରେ 'ଭାରତ ଶକ୍ତି' ସମରାଭ୍ୟାସ

ଜିପରେ ବୁଲିଲେ, ଯବାନଙ୍କ ଦମ୍ଭ ବଢାଇଲେ ପ୍ରଧାନମନ୍ତ୍ରୀ ମୋଦି।

Advertisment

ରାଜସ୍ଥାନର ପୋଖରାନରେ ଭାରତର ଶକ୍ତି ପ୍ରଦର୍ଶନ। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ତିନି ସେନାର ମିଳିତ ସମରାଭ୍ୟାସ 'ଭାରତ ଶକ୍ତି' ଆରମ୍ଭ ହୋଇଛି। ଏହି ଅବସରରେ ଜିପରେ ବୁଲିଲେ ଏବଂ ଯବାନଙ୍କ ଦମ୍ଭ ବଢାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment
PM Modi Pokhran Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe