ବିଚ୍ଛେଦ ପରେ ମଇଦାନରେ ମୁହାଁମୁହିଁ ସ୍ୱାମୀସ୍ତ୍ରୀ, ଜଣେ ବିଜେପିରୁ ତ ଆଉ ଜଣେ ଟିଏମସିରୁ

ପୂର୍ବତନ ସ୍ୱାମୀ ବିଜେପି ଟିକେଟରେ ନିର୍ବାଚନକୁ ଓହ୍ଲାଇଥିବା ବେଳେ ପତ୍ନୀ ବି ଟିଏମସି ଟିକେଟରେ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି।

Former Couple

ନିର୍ବାଚନ ମଇଦାନରେ ପୂର୍ବତନ ପତିପତ୍ନୀ ।

Niharika Rout
  • Published: Monday, 11 March 2024
  • Updated: 11 March 2024, 12:53 PM IST

Sports

Latest News

ଲୋକସଭା ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଲାଣି ରୋଚକ ଦୃଶ୍ୟ। କ୍ଷମତା ପାଇଁ ସମ୍ପର୍କରେ ଦେଖାଦେଉଛି ଫାଟ। ଏପରିକି ମୁହାଁମୁହିଁ ଛିଡ଼ା ହେଉଛନ୍ତି ପରିବାର ସଦସ୍ୟ। ଏପରି ଏକ ରୋଚକ ଦୃଶ୍ୟ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି।

ବିବାହ ବିଚ୍ଛେଦ ପରେ ମୁହଁମୁହିଁ ହୋଇଛନ୍ତି ପତିପତ୍ନୀ। ଗୋଟିଏ ଲୋକସଭା ସିଟ୍‌ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଦମ୍ପତି। ପୂର୍ବତନ ସ୍ୱାମୀ ବିଜେପି ଟିକେଟରେ ନିର୍ବାଚନକୁ ଓହ୍ଲାଇଥିବା ବେଳେ ପତ୍ନୀ ବି ଟିଏମସି ଟିକେଟରେ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି। ଏପରି ଭିନ୍ନ ଦୃଶ୍ୟ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି।

ଟିଏମ୍‌ସି ରବିବାର ୪୨ ଲୋକସଭା ସିଟ୍‌ ପାଇଁ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଏପରି ତଥ୍ୟ ସାମନାକୁ ଆସିଛି। ତାଲିକାରେ ଦେଖିବାକୁ ମିଳିଛି ସୁଜାତା ମଣ୍ଡଳ ବାଙ୍କୁଡା ଜିଲ୍ଲାର ବିଷ୍ଣୁପୁର ସିଟ୍‌ରୁ ଟିଏମ୍‌ସି ଟିକେଟରେ ନିର୍ବାଚନ ଲଢ଼ିବେ। ତାଙ୍କ ସ୍ୱାମୀ ସୌମିତ୍ର ଖାନ ବିଜେପି ଟିକେଟରୁ ଉକ୍ତ ଆସନରୁ ଲଢ଼ିବେ। 

Also Read

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସୌମିତ୍ର ଖାନ ଟିଏମ୍‌ସିରୁ ଭାଜପାକୁ ଆସିଥିଲେ। ସେତେବେଳେ ତାଙ୍କ ପତ୍ନୀ ତାଙ୍କ ପାଇଁ ପ୍ରଚାର କରିଥିଲେ। ଏହାପରେ ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଦମ୍ପତି ଅଲଗା ହୋଇ ଯାଇଥିଲେ।

ସୁଜାତା ଟିଏମ୍‌ସିରେ ସାମିଲ ହେବା ନେଇ ଘୋଷଣା କରିବାରୁ ସୌମିତ୍ର ଗଣମାଧ୍ୟମ ସମ୍ମୁଖରେ ହିଁ ତାଙ୍କୁ ଛାଡ଼ପତ୍ର ଦେବେ ବୋଲି ଘୋଷଣା କରିଥିଲେ। ଏହାପରେ ଏହି ଦମ୍ପତି ଅଲଗା ହୋଇ ଯାଇଥିବା ବେଳେ ଏବେ ମୁହାଁମୁହିଁ ଛିଡ଼ା ହୋଇଛନ୍ତି। ତେବେ କିଏ ଏହି ସିଟ୍‌ରୁ ବାଜି ମାରୁଛି ତାହା ଉପରେ ସମସ୍ତଙ୍କ ନଜର।

ମମତା ବାନାର୍ଜୀ ଏଥର ବିନା ମେଣ୍ଟରେ ଏକୁଟିଆ ମଇଦାନକୁ ଓହ୍ଲାଇଛନ୍ତି। ଗତ ୧୦ ତାରିଖରେ ସେ ପଶ୍ଚିମବଙ୍ଗର ୪୨ଟି ଲୋକସଭା ସିଟ୍‌ରେ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story