‘ଏୟାର ଶୋ ନୂଆ ଭାରତର ଶକ୍ତି’ | Odisha Reporter
Advertisment
ଏସିଆର ସବୁଠୁ ବଡ ଏରୋ ଇଣ୍ଡିଆ ଶୋ ୨୦୨୩ର ୧୪ତମ ସଂସ୍କରଣକୁ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ। ‘ବେଙ୍ଗାଲୁରୁ ଏୟାର ଶୋ ନୂଆ ଭାରତର ଶକ୍ତି ଓ ସାମର୍ଥ୍ୟର ପ୍ରମାଣ’। ୧୦୦ରୁ ଊର୍ଦ୍ଧ୍ବ ଦେଶ ପ୍ରତିନିଧିଙ୍କ ଉପସ୍ଥିତି ବିଶ୍ବାସ ବୃଦ୍ଧିର ପ୍ରତୀକ’। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାସଭାରାଜ ବୋମାଇ, କର୍ଣ୍ଣାଟକ ରାଜ୍ୟପାଳ ଓ ଦେଶ ବିଦେଶରୁ ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ । ୧୦୦ ଦେଶରୁ ୮୦୦ କମ୍ପାନୀ ସାମିଲ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us