ଦେଶରେ ଅଧିକ ସୁବିଧା ହୋଇପାରିଲେ ପର୍ଯ୍ୟଟକର ସଂଖ୍ୟା ବଢ଼ିବ: ମୋଦି

ପ୍ରଧାନମନ୍ତ୍ରୀ କହିଛନ୍ତି ପର୍ଯ୍ୟଟନର ବିକାଶ ପାଇଁ ମୌଳିକ ସୁବିଧା ମୁଖ୍ୟ ବିଷୟ।

PM Modi PhotoTwitter

ଦଳୀୟ କର୍ମୀଙ୍କୁ ମୋଦିଙ୍କ ସମ୍ବୋଧନ

Tapas Behera
  • Published: Saturday, 04 March 2023
  • Updated: 04 March 2023, 08:45 AM IST

Sports

Latest News

ଦେଶରେ ଅଧିକ ସୁବିଧା ବ୍ୟବସ୍ଥା ହୋଇପାରିଲେ ପର୍ଯ୍ୟଟକମାନଙ୍କର ସଂଖ୍ୟା ବୃଦ୍ଧି ପାଇବ । ପରିବହନ ସୁବିଧା ଥିଲେ ଅଧିକ ସଂଖ୍ୟାରେ ପର୍ଯ୍ୟଟକମାନେ ଆସିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । କାଶୀ ବିଶ୍ୱନାଥ ଧାମ, କେଦାରନାଥ ଧାମ ଓ ଅନ୍ୟାନ୍ୟ ଧାର୍ମିକ ସ୍ଥଳୀଗୁଡ଼ିକ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ପର୍ଯ୍ୟଟନ କ୍ଷମତା ସଂକ୍ରାନ୍ତ ବଜେଟ୍‌ ପରବର୍ତ୍ତୀ ଜାତୀୟ ୱେବିନାରରେ ଉଦ୍‌ବୋଧନ ଦେଇ ମୋଦି ପର୍ଯ୍ୟଟନୀ ବିକାଶ ପରେ ଗୁରୁତ୍ୱାରୋପ କରିଥିଲେ। ଭାରତରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସୁଯୋଗ ଗୁଡ଼ିକ ବିଷୟରେ ଉଲ୍ଲେଖ କରି ସେ ଉପକୂଳ, ହିମାଳୟ ଅଞ୍ଚଳ, ଦୁଃସାହସିକ ପର୍ଯ୍ୟଟନ, ବନ୍ୟଜୀବ, ପରିବେଶ, ଐତିହ୍ୟ, ଆଧ୍ୟାତ୍ମିକ, ବିବାହ ଉତ୍ସବ ଓ କ୍ରୀଡ଼ା ପର୍ଯ୍ୟଟନ ଭଳି ବିଷୟରେ ଅବତାରଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତବର୍ଷର ବଜେଟ୍‌ରେ ଭାରତର ଅନେକ ପର୍ଯ୍ୟଟନ ସ୍ଥାନକୁ ଗୁରୁତ୍ୱ ଦିଆଯାଇଛି। ପର୍ଯ୍ୟଟନ ସର୍ବଦା ଭାରତର ସାମାଜିକ ଓ ସାଂସ୍କୃତିକ ସଭ୍ୟତା ସହ ଜଡିତ ଥିବାର ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି

ଦେଶରେ ଅଧିକ ସୁବିଧା ବ୍ୟବସ୍ଥା ହୋଇପାରିଲେ ପର୍ଯ୍ୟଟକମାନଙ୍କର ସଂଖ୍ୟା ବୃଦ୍ଧି ପାଇବ । ସେ କହିଛନ୍ତି ପରିବହନ ସୁବିଧା ଥିଲେ ଅଧିକ ସଂଖ୍ୟାରେ ପର୍ଯ୍ୟଟକମାନେ ଆସିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । କାଶୀ ବିଶ୍ୱନାଥ ଧାମ, କେଦାରନାଥ ଧାମ ଓ ଅନ୍ୟାନ୍ୟ ଧାର୍ମିକ ସ୍ଥଳୀଗୁଡ଼ିକ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ମୋଦୀ କହିଛନ୍ତି କାଶୀ ବିଶ୍ୱନାଥ ଧାମର ପୁର୍ନନିର୍ମାଣ ପୂର୍ବରୁ ସେଠାକୁ ବାର୍ଷିକ ୮୦ଲକ୍ଷ ଲୋକ ଯାଉଥିଲେ। କିନ୍ତୁ ବର୍ତ୍ତମାନ ସେଠାକୁ ବାର୍ଷିକ ୭କୋଟିରୁ ଅଧିକ ଲୋକ ଯାଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପର୍ଯ୍ୟଟନର ବିକାଶ ପାଇଁ ମୌଳିକ ସୁବିଧା, ଡିଜିଟାଲ ସଂଯୋଗ ବ୍ୟବସ୍ଥା, ସ୍ୱଚ୍ଛତା ଓ ଉତ୍ତମ ଭିତ୍ତିଭୂମି ମୁଖ୍ୟ ବିଷୟ। ପର୍ଯ୍ୟଟକମାନଙ୍କର ଆଗମନ ସହ ନିଯୁକ୍ତି ସୁଯୋଗ ବୃଦ୍ଧିପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Also Read

ଭାରତକୁ ବିଦେଶୀ ପର୍ଯ୍ୟଟକମାନଙ୍କର ଆଗମନ ବୃଦ୍ଧି ପାଉଥିବା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ । ସେ କହିଛନ୍ତି ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ବିଷୟରେ ଉଲ୍ଲେଖ ଥିବା ଆପ୍‌ ଗୁଡ଼ିକର ବିକାଶ କରାଯିବା ଉଚିତ। ସେଗୁଡ଼ିକୁ ସମସ୍ତ ଭାରତୀୟ ଭାଷାରେ ଉପଲବ୍ଧ ହେବା ପାଇଁ ଶ୍ରୀ ମୋଦି କହିଛନ୍ତି ।
 
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story