RJD ଛାଡ଼ିଲେ ଅହମ୍ମଦ ଅଶଫାକ କରୀମ, ଲେଖିଲେ- ଲାଲୁଙ୍କ ସହ ରାଜନୀତି ସମ୍ଭବ ନୁହେଁ

‘RJD ତଥା ଲାଲୁଙ୍କ ସହ ରାଜନୀତି କରିବା ସମ୍ଭବପର ନୁହେଁ। ତେଣୁ ମୋ’ ଇସ୍ତଫା ପତ୍ର ସ୍ୱୀକାର କରନ୍ତୁ। ’

former-mp-ashfaq-karim

ପୂର୍ବତନ ରାଜ୍ୟସଭା ସାଂସଦ ଅହମ୍ମଦ ଅଶଫାକ କରୀମ ।

Niharika Rout
  • Published: Saturday, 13 April 2024
  • Updated: 13 April 2024, 10:46 AM IST

Sports

Latest News

‘ଆପଣ ମୁସଲମାନଙ୍କୁ ଅଣଦେଖା କରିଛନ୍ତି। ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅଂଶ ଦେବା ଦୂରର କଥା, ସମ୍ମାନଜନକ ଭାବେ ଭାଗିଦାରୀ କରି ପାରି ନାହାନ୍ତି। RJD ତଥା ଲାଲୁଙ୍କ ସହ ରାଜନୀତି କରିବା ସମ୍ଭବପର ନୁହେଁ। ତେଣୁ ମୋ’ ଇସ୍ତଫା ପତ୍ର ସ୍ୱୀକାର କରନ୍ତୁ। ’ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନିକଟକୁ ପତ୍ର ଲେଖି ଏପରି ଭାବେ ନିଜ ଅସନ୍ତୋଷ ଝାଡ଼ିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅହମ୍ମଦ ଅଶଫାକ କରୀମ । ଏଥିସହ ସେ ଦଳକୁ ବି ବାଏ ବାଏ କରି ଦେଇଛନ୍ତି।

ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଦେଖାଦେଇଛି ହଟଚମଟ। ଦଳର ଆଗ ଧାଡ଼ିର ନେତା ଅହମ୍ମଦ ଅଶଫାକ କରୀମଙ୍କ ଇସ୍ତଫା RJDକୁ ଦେଇଛି ଶକ୍ତ ଝଟକା। ସେ ଦଳର ଜଣେ ପୁରୁଖା ନେତା ହୋଇଥିବା ବେଳେ ଏବେ ଲାଲୁଙ୍କଠୁ ଦୂରେଇ ଯାଇଛନ୍ତି । ଫଳରେ ଦଳକୁ ଏକ ବଡ଼ ଝଟକା ଲାଗିଥିବା ଆଲୋଚନା ହେଉଛି।

ନିଜ ଇସ୍ତଫା ପତ୍ରରେ ଅହମ୍ମଦ ଅଶଫାକ କରୀମ RJD ସୁପ୍ରିମୋ ଲାଲୁ ଯାଦବଙ୍କ ବିରୋଧରେ ସଙ୍ଗୀନ ଆରୋପ ଲଗାଇଛନ୍ତି। ସେ ଲେଖିଛନ୍ତି, ଆପଣ ଜାତୀୟ ଜନଗଣନା ପାଇଁ ଦାବି କରୁଥିଲେ । ଯାହାର ଯେତିକି ଭାଗିଦାରୀ, ତା’ର ସେତିକି ହିସେଦାରୀ ବୋଲି ସ୍ଲୋଗାନ ଦେଉଥିଲେ। କିନ୍ତୁ ଆପଣ ମୁସଲମାନଙ୍କ ପ୍ରତି ଉଚିତ ନ୍ୟାୟ କରି ନାହାନ୍ତି।

Also Read

ମୁସଲମାନଙ୍କ ଜନସଂଖ୍ୟା ଅନୁପାତରେ RJD ତାଙ୍କୁ ଭାଗିଦାର କରିବା ଦୂରର କଥା ସମ୍ମାନଜନକ ଅଂଶ ବି ପ୍ରଦାନ କରିପାରିନି। ତେଣୁ RJD ସହ ଆଉ ରାଜନୀତି କରିବା ସମ୍ଭବ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଅହମ୍ମଦ ଅଶଫାକ କରୀମଙ୍କୁ ଚଳିତ ଥର ରାଜ୍ୟସଭା ପଠା ଯାଇ ନ ଥିବା ବେଳେ ଲୋକସଭା ଟିକେଟ ବି ଦେଇନି RJD । ଏହାକୁ ନେଇ ଗତ କିଛି ଦିନ ଧରି ଅସନ୍ତୁଷ୍ଟ ଥିବା ଅହମ୍ମଦ ଅଶଫାକ କରୀମ ଶେଷରେ ଦଳ ଛାଡ଼ି ଦେଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story