Advertisment

ପତ୍ନୀଙ୍କୁ ପ୍ରେମିକ ସହ ବାହା କରାଇଲେ ସ୍ୱାମୀ !

ସେ ତାଙ୍କ ପତ୍ନୀ ଓ ତାଙ୍କର ପ୍ରେମିକଙ୍କୁ ନେଇ ଗାଁ ଶିବ ମନ୍ଦିରରେ ବାହା କରାଇଦେଲେ। ତେବେ, ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ର କାହାଣୀଠାରୁ ଏଇ ପ୍ରେମ କାହାଣୀରେ ଆଉ ଗୋଟେ ପାର୍ଥକ୍ୟ ମଧ୍ୟ ଅଛି। ତାହା ହେଲା, ଏ କ୍ଷେତ୍ରରେ ମହିଳାଙ୍କ ପ୍ରେମିକ ଆଗରୁ ବିବାହିତ ଓ ତାଙ୍କର ତିନିଟି ସନ୍ତାନ ଅଛନ୍ତି।

author-image
Manoj Swain

ବିହାରର ନବାଦା ଜିଲ୍ଲାରେ ପୁଣି ଥରେ ବାସ୍ତବାୟିତ ହୋଇଛି ୧୯୯୯ ମସିହାର ସୁପର ଡୁପର ବ୍ଲକବୁଷ୍ଟର ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’। ଜଣେ ବିବାହିତ ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହ ମିଳନ ଓ ବିବାହ କରାଇଛନ୍ତି ତାଙ୍କର ସ୍ୱାମୀ। ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ ଫିଲ୍ମ ଓ ଏ ଘଟଣା ମଧ୍ୟରେ ଏତିକି ଫରକ ଯେ ଏ କ୍ଷେତ୍ରରେ ବିବାହିତ ମହିଳା ଜଣକ ତାଙ୍କ ପ୍ରେମିକ ସହ ଯିବାକୁ ପସନ୍ଦ କରିଥିଲେ

Advertisment
Bihar Marriage