୧୫ ଦିନରେ ଭୁଶୁଡ଼ିଲା ୧୦ ବ୍ରିଜ: ୧୬ ଯନ୍ତ୍ରୀଙ୍କୁ ନିଲମ୍ବିତ କଲେ ସରକାର

ଆରଜେଡି ନେତା ତେଜସ୍ୱୀ ଯାଦବ ଅଭିଯୋଗ କରିଛନ୍ତି ଯେ ଜୁନ ୧୮ରୁ ଇତି ମଧ୍ୟରେ ୧୨ଟି ବ୍ରିଜ ଭୁଶୁଡ଼ିଛି। କିନ୍ତୁ ସରକାର କେବଳ ୧୦ଟି ବ୍ରିଜ ଭୁଶୁଡ଼ିଥିବା କଥା ସ୍ୱୀକାର କରିଛନ୍ତି।

Bridge

ଭୁଶୁଡ଼ିଛି ବ୍ରିଜ୍‌

Hemant Lenka
  • Published: Friday, 05 July 2024
  • Updated: 05 July 2024, 06:21 PM IST

Sports

Latest News

ବିହାରର ବିଭିନ୍ନ ଜିଲ୍ଲାରେ ଗତ ୧୫ ଦିନ ମଧ୍ୟରେ ୧୦ଟି ବ୍ରିଜ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବ୍ରିଜ ଭୁଶୁଡ଼ିବା ଘଟଣାରେ ଜଳ ସମ୍ପଦ ବିଭାଗର ୧୬ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି।

ବିହାରର ଉନ୍ନୟନ ସଚିବ ଚୈତନ୍ୟ ପ୍ରସାଦ କହିଛନ୍ତି, ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ବ୍ରିଜ ନିର୍ମାଣ କରିଥିବା କଣ୍ଟ୍ରାକ୍ଟରଙ୍କୁ ଠାବ କରାଯିବ ଓ ସେମାନଙ୍କୁ ସବୁ କିଛି ପାଇଁ ଦାୟୀ କରାଯିବ ବୋଲି ସେ କହିଛନ୍ତି।

Also Read

ଗୁରୁବାର ରାଜ୍ୟରେ ୧୦ ନମ୍ବର ବ୍ରିଜ ସାରନରେ ଭୁଶୁଡ଼ିଥିଲା। ଏହା ୨୪ ଘଣ୍ଟା ମଧ୍ୟରେ ସାରନରେ ତୃତୀୟ ବ୍ରିଜ ଭୁଶୁଡ଼ିବା ଘଟଣା।

ସିୱାନ, ସାରନ, ମଧୁବାଣୀ, ଆରାରିଆ, ପୂର୍ବ ଚମ୍ପାରନ ଓ କିଷ୍ଣନଗଞ୍ଜ ଜିଲ୍ଲାରେ ଥିବା ୧୦ଟି ବ୍ରିଜଜ ଗତ ୧୫ ଦିନ ମଧ୍ୟରେ ଭୁଶୁଡ଼ି ପଡ଼ିବା ସମସ୍ତଙ୍କୁ ଚକିତ କରିଛି।

ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଆୟୋଜିତ ସମୀକ୍ଷା ବୈଠକରେ ସମସ୍ତ ପୁରୁଣା ବ୍ରିଜର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କ୍ଷତିଗ୍ରସ୍ତ ହୋଇଥିବା ବ୍ରିଜଗୁଡ଼ିକ ତୁରନ୍ତ ମରାମତି କରିବାକୁ ସେ କହିଛନ୍ତି। ସେହିପରି ବର୍ତ୍ତମାନ ସମୀକ୍ଷା ଚାଲିଛି।”

ଅନ୍ୟପକ୍ଷରେ ଆରଜେଡି ନେତା ତେଜସ୍ୱୀ ଯାଦବ ଅଭିଯୋଗ କରିଛନ୍ତି ଯେ ଜୁନ ୧୮ରୁ ଇତି ମଧ୍ୟରେ ୧୨ଟି ବ୍ରିଜ ଭୁଶୁଡ଼ିଛି। କିନ୍ତୁ ସରକାର କେବଳ ୧୦ଟି ବ୍ରିଜ ଭୁଶୁଡ଼ିଥିବା କଥା ସ୍ୱୀକାର କରିଛନ୍ତି।

ବିହାରର ସଡ଼କ ନିର୍ମାଣ ବିଭାଗ ବ୍ରିଜ ରକ୍ଷାଣବେକ୍ଷଣ ପାଇଁ ଗୋଟିଏ ନୀତି ପ୍ରସ୍ତୁତ କରିଛି ଓ ଗ୍ରାମୀଣ ବିକାଶ ବିକାଶ ବିଭାଗକୁ ଏହା ଯୋଜନା ଯଥାଶୀଘ୍ର ଚୂଡ଼ାନ୍ତ କରିବାକୁ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story