Advertisment

ସାଇରନ ବଜାଇ ୪୦୦ ଗାଡ଼ି ଧରି କଂଗ୍ରେସକୁ ଗଲେ ବିଜେପି ନେତା

୩୦୦ କିମି ବାଟ ପାଇଁ ୪୦୦ ଗାଡ଼ିର କନଭୟ ମଧ୍ୟରେ ଯାତ୍ରା କରିଛନ୍ତି।

author-image
Manoj Swain

ମଧ୍ୟପ୍ରଦେଶରେ ଆଜି ଗୋଟିଏ ଅଜବ ଘଟଣା ଘଟିଛି। ବେଶ ରାଜକୀୟ ଷ୍ଟାଇଲରେ କଂଗ୍ରେସକୁ ଫେରିଛନ୍ତି ଜଣେ ବିଜେପି ନେତା। ସେ ଏହି ଘର ବାହୁଡ଼ାକୁ ଅଧିକ ଆକର୍ଷଣୀୟ ତଥା ସ୍ମରଣୀୟ କରିବା ପାଇଁ ଦୀର୍ଘ ୩୦୦ କିମି ବାଟ ପାଇଁ ୪୦୦ ଗାଡ଼ିର କନଭୟ ମଧ୍ୟରେ ଯାତ୍ରା କରିଛନ୍ତି।

Advertisment
Madhya Pradesh