ନିର୍ବାଚନ ବର୍ଷରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କାମଚଳା ବଜେଟ ୨୦୨୪-୨୫ ଉପସ୍ଥାପନ କରିଛି। ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ସୀତାରମଣ ନିଜ ସରକାରର ସଫଳତା କଥା ବଖାଣିଛନ୍ତି। କିନ୍ତୁ ସାଧାରଣ ଲୋକଙ୍କୁ ଫାଇଦା ଦେବା ଭଳି କୌଣସି ଆଖିଦୃଶିଆ ବ୍ୟବସ୍ଥା ବଜେଟରେ ହୋଇନାହିଁ।
ଟିକସ ସ୍ଲାବ ଅପରିବର୍ତ୍ତିତ ରହିଥିବା ବେଳେ ଚାଷୀଙ୍କ ଆୟ ଦୁଇ ଗୁଣ କରିବାକୁ ମଧ୍ୟ ବ୍ୟବସ୍ଥା ହୋଇନି। ସରକାର ଖୋଲା ବଜାରରୁ ଋଣ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।
ବଜେଟ ବିହଙ୍ଗାବଲୋକନ: ୨୦୨୪-୨୫ (କୋଟିରେ)
୨୦୨୧-୨୨(ପ୍ରକୃତ) ୨୦୨୨-୨୩(ବଜେଟ ଆକଳନ) ୨୦୨୨-୨୩(ସଂଶୋଧିତ ବଜେଟ) ୨୦୨୩-୨୪(ବଜେଟ ଆକଳନ)
ରାଜସ୍ୱ ଆୟ- ୨୩୮୩୨୦୬ ୨୬୩୨୨୮୧ ୨୬୯୯୭୧୩ ୩୦୦୧୨୭୫
ପୁଞ୍ଜି ଆୟ- ୧୮୦୯୯୫୧ ୧୮୭୦୮୧୬ ୧୭୯୦୭୭୩ ୧୭୬୪୪୯୪
ସମୁଦାୟ ଆୟ- ୪୧୯୩୧୫୭ ୪୫୦୩୦୯୭ ୪୪୯୦୪୮୬ ୪୭୬୫୭୮୬
ସମୁଦାୟ ବ୍ୟୟ- ୪୧୯୩୧୭ ୪୫୦୩୦୯୭ ୪୪୯୦୪୮୬ ୪୭୬୫୭୮୬
ପ୍ରଭାବୀ ପୁଞ୍ଜି ବ୍ୟୟ- ୧୦୪୬୨୮୯ ୧୩୭୦୯୪୯ ୧୨୭୧୪୩୬ ୧୪୯୬୬୯୩
ରାଜସ୍ୱ ନିଅଣ୍ଟ- ୧୦,୬୯,୯୨୬ ୮୬୯୮୫୫ ୮୪୦୫୨୭ ୬୫୩୩୮୩
ପ୍ରଭାବୀ ରାଜସ୍ୱ ନିଅଣ୍ଟ- ୭୬୩୬୬୨ ୪୯୯୮୬୭ ୫୧୯୩୩୭ ୨୬୭୮୦୧
ବୀତ୍ତିୟ ନିଅଣ୍ଟ- ୧୭୩୭୭୫୫ ୧୭୮୬୮୧୬ ୧୭୩୪୭୭୩ ୧୬୮୫୪୯୪
ପ୍ରାଥମିକ ନିଅଣ୍ଟ- ୮୦୯୨୩୮ ୭୦୬୮୪୫ ୬୭୯୩୪୬ ୪୯୫୦୫୪
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।