Advertisment

୧ ଟଙ୍କାରେ ପୂରା ବଜେଟର ହିସାବ? ଆସିବ କେଉଁଠୁ ଓ ଯିବ କୁଆଡ଼େ

୨୦୨୨-୨୩ର ବଜେଟ ପରିମାଣ ୪୦ ଲକ୍ଷ କୋଟି ମଧ୍ୟରେ ଥିଲା। କିନ୍ତୁ ଏଥର ଏହା ୪୫ ଲକ୍ଷ କୋଟି ପାର କରିଛି।

Budget

Budget

Advertisment

କ୍ରମାଗତ ତୃତୀୟ ଥର ପାଇୱ ସଂସଦରେ ଉପସ୍ଥାପିତ ହୋଇଛି ପେପର ଲେସ୍‌ ବଜେଟ୍‌। ବଜେଟ୍‌ରେ ବିଭିନ୍ନ ବିଭାଗ ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି। ଗତବର୍ଷ ତୁଳନାରେ ସରକାର ଏଥର ବଜେଟରେ ଅଧିକ ବ୍ୟୟ ବରାଦ କରିଛି।

Advertisment

୨୦୨୨-୨୩ର ବଜେଟ ପରିମାଣ ୪୦ ଲକ୍ଷ କୋଟି ମଧ୍ୟରେ ଥିଲା। କିନ୍ତୁ ଏଥର ଏହା ୪୫ ଲକ୍ଷ କୋଟି ପାର କରିଛି।

ତେବେ ଆସନ୍ତୁ ଜାଣିବା ୧ ଟଙ୍କାରେ ପୂରା ବଜେଟ୍‌ର ହିସାବ

ଟଙ୍କାଟିଏ ଆସିବ କୁଆଡ଼ୁ

ଋଣ ଓ ଅନ୍ୟାନ୍ୟ ଦାତା-୩୪ ପ.

କର୍ପୋରେସନ ଟିକସ-୧୫ ପ.

ଆୟକର-୧୫ ପ.

ସୀମା ଶୁଳ୍କ-୪ ପ.

କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୭ ପ.

ଜିଏସଟି ଓ ଅନ୍ୟାନ୍ୟ ଟିକସ-୧୭ ପ.

ଅଣ-ଟିକସ ରାଜସ୍ୱ- ୬ ପ.

ଅଣ-ଋଣ ପୁଞ୍ଜି ଆୟ-୨ ପ.

ଟଙ୍କା ଟିଏ ଯିବ କୁଆଡ଼େ

ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ- ୧୮ ପ.

ସୁଧ ଦେୟ- ୨୦ ପ.

କେନ୍ଦ୍ରୀୟ ଯୋଜନା- ୧୭ ପ.

ଫାଇନାନ୍ସ କମିଶନ ଓ ଅନ୍ୟ ଟ୍ରାନ୍ସଫର- ୯ ପ.

କେନ୍ଦ୍ର ପ୍ରାୟୋଜିତ ଯୋଜନା- ୯ ପ.

ପ୍ରତିରକ୍ଷା- ୮ ପ.

ସବସିଡି- ୭ ପ.

ପେନସନ- ୪ ପ.

ଅନ୍ୟାନ୍ୟ ଖର୍ଚ୍ଚ: ୮ପ.

Budget2023 Union Budget 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe