Advertisment

କେନ୍ଦ୍ର ପାଇଁ ଲୋଡ଼ା ନବୀନ, ଜଗନ!

ଦିଲ୍ଲୀ ଲଢ଼େଇ ପାଇଁ କେନ୍ଦ୍ର ସରକାରଙ୍କୁ ନବୀନ ଲୋଡ଼ା। ନବୀନ ଓ ଜଗନଙ୍କ ସହଯୋଗ ଲୋଡ଼ିପାରେ କେନ୍ଦ୍ର। ସୁପ୍ରିମକୋର୍ଟଙ୍କ ରାୟକୁ ନିରସ୍ତ୍ର କରିବା ଲାଗି ଦରକାର ସହଯୋଗ। ଶୁକ୍ରବାର କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ପାସ୍ ଲାଗି ଦୁଇ ଦଳଙ୍କ ସହଯୋଗ ଆବଶ୍ୟକ। ଦିଲ୍ଲୀ ସରକାରଙ୍କୁ କ୍ଷମତା ଦେବା ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ନିରସ୍ତ୍ର କରିବା ଲାଗି କେନ୍ଦ୍ର ଆଣିଥିବା ଆଧ୍ୟାଦେଶ ରୋକିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିରୋଧୀଙ୍କୁ ଗୁହାରି କରିଛନ୍ତି।

author-image
Debendra Prusty

BjD YSR Congress