ମମତାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ଗିରଫ

ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି।

Koustav Bagchi Photoindiatoday

Koustav Bagchi

Tapas Behera
  • Published: Saturday, 04 March 2023
  • Updated: 04 March 2023, 11:25 AM IST

Sports

Latest News

ଏକ ଘରୋଇ ଟିଭି ସୋ’ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। ମମତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ନେତା ତ‌ଥା ଆଡଭୋକେଟ କୌତ୍ସବ ବାଗଚି ଗିରଫ ହୋଇଛନ୍ତି। କୌତ୍ସଭଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କୋଲକାତାର ବୁରତୋଲା ପୁଲିସ ଷ୍ଟେସନ୍‌ରେ ଏକ ଅଭିଯୋଗ ହୋଇଥିଲା। କୌତ୍ସବ ଦୀର୍ଘଦିନ ଧରି ମମତାଙ୍କ ବିରୋଧରେ ରାଜନୈତିକ ମନ୍ତବ୍ୟ ରଖିଆସୁଛନ୍ତି।

ଯାହା ଅନେକ‌ଥର ବିବାଦ ମଧ୍ୟ ସୃଷ୍ଟି କରିଛି। ଅଭିଯୋଗକୁ ଆଧାର କରି ପୁଲିସ ଏକ ଏତଲା ମଧ୍ୟ ରୁଜୁ କରିଛି। ବୁରତୋଲା ପୁଲିସ ଅଧିକାରୀ ପହଞ୍ଚି ବାରାକପୁରରେ ରହୁଥିବା କୌତ୍ସବଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ପୂର୍ବରୁ ତାଙ୍କୁ ଦୀର୍ଘ ସମୟ ଧରୀ ଜେରା କରାଯାଇଥିଲା। ଶନିବାର ସକାଳେ ୭ଟା ୩୦ରେ କୌତ୍ସବକୁ ଗିରଫ କରାଯାଇଛି। କୋଲକାତା ପୁଲିସ ଅନୁଯାୟୀ ଧାରା ୧୨୦ ବି( ଷଡ଼ଯନ୍ତ୍ର ଅପରାଧ), ୩୫୪ଏ(ଯୌନ ନିର୍ଯାତନା)୫୦୪(ଶାନ୍ତି ଭଙ୍ଗ ଉଦ୍ଦେଶ୍ୟରେ ଅପମାନଜନ ଶବ୍ଦ ବ୍ୟବାହାର) ଏବଂ ୫୦୫,୫୦୯,୫୦୬ ଧାରାରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। କୌତ୍ସବଙ୍କ ଗିରଫ ପ୍ରତିବାଦରେ କଂଗ୍ରେସ କର୍ମୀମାନେ ହୋହଲ୍ଲା କରିଛନ୍ତି। ରାଜ୍ୟ କଂଗ୍ରେସ ମୁଖପାତ୍ର

Also Read

ସୁମନ ରୟ ଚୌଧୁରୀ କହିଛନ୍ତି ଯେ, ମଧ୍ୟରାତ୍ରିରେ କୌତ୍ସବଙ୍କ ଗିରଫଦାରୀକୁ ମୁଁ ଦୃଢ଼ ନିନ୍ଦା କରୁଛି। ମମତା ସରକାର କାହାରି ବାକ ସ୍ୱାଧୀନତାକୁ ଛଡ଼ାଇ ନେଇପାରିବେ ନାହିଁ। କୌତ୍ସବଙ୍କୁ ସରକାର ତୁରନ୍ତ ଛାଡ଼ି ଦେବା ଉଚିତ୍ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଟିଏମସି ମୁର୍ସିଦାବାଦରେ ସାଗରଦିଗି ବିଧାନସଭା ଆସନରେ ପରାଜୟକୁ ସ୍ୱୀକାର କରି ପାରୁନି। ଏଥିରେ ଟିଏମସି ସରକାର ପ୍ରତିଶୋଧ ପରାୟଣ ହୋଇପଡ଼ିଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story