ଆରମ୍ଭ ହେଲା ବାତ୍ୟା 'ବିପର୍ଯ୍ୟୟ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ସର୍ବପ୍ରଥମେ କଚ୍ଛ ଜିଲ୍ଲାର ଜଖୌ ବନ୍ଦର ନିକଟରେ କଲା ଲ୍ୟାଣ୍ଡଫଲ, ଘଣ୍ଟାକୁ ୧୫ କିମି ବେଗର ଗତି କରୁଛି ‘ବିପର୍ଯ୍ୟୟ’, ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗି ରହିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରି ବ୍ୟାପକ କ୍ଷୟକ୍ଷତି କରିଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ସମୁଦ୍ରରେ ମଧ୍ୟ ବଡ଼ବଡ଼ ଜୁଆର ଉଠିବାର ଲାଗିଛି। ଉପକୂଳ ଅଞ୍ଚଳରୁ ବାତ୍ୟାକୁ ଦୃଷ୍ଟିରେ ରଖି ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
5T ସଚିବଙ୍କୁ ୧୪ଟି ପ୍ରଶ୍ନ
ଆସନ୍ତା ଜୁନ ୨୨ ତାରିଖରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜଳେଶ୍ଵର ଗସ୍ତ କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଥାନୀୟ ମନ୍ତ୍ରୀ ଅଶ୍ଵିନୀ କୁମାର ପlତ୍ରଙ୍କ ଉପସ୍ଥିତିରେ ଦୁଇ ଦିନ ତଳେ ଏକ ପ୍ରସ୍ତୁତି ବୈଠକ ଡାକିଥିଲେ l
National
ଭୟଙ୍କର ରୂପରେ ମାଡ଼ି ଆସୁଛି ‘ବିପର୍ଯ୍ୟୋୟ’
ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆଜି ଗୁଜରାଟ ଉପକୂଳ ଛୁଇଁବ। ବାତ୍ୟାଟି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଉତ୍ତର ପୂର୍ବ ଦିଗରେ ଗତି କରୁଛି।
Odisha
ତିନି କିମି ପୂର୍ବରୁ ସଫା ହୋଇଗଲା ପୂରା ପରିବାର
ଗତକାଲି ପହିଲି ରଜରେ ଦୁଃଖଦ ଖବର ଆସିଛି। ବଲାଙ୍ଗିର ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ଛୁଇଁବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ କାର ଧକ୍କା ଦେବାଫଳରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା।
Odisha
ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର
ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର। ଏପରି ଏକ ହୃଦୟ ବିଦାରକ ଘଟଣା ବୁଧବାର ପ୍ରଥମ ରଜରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟରେ ଘଟିଛି । ୧୦ ବର୍ଷର ପୁଅକୁ ଝୁରି ହେଉଛି ପୁରା ଗାଁ । ।