ନିଜ ଘରେ କଳାକନା ବୁଲାଇଦେଲା ଝିଅ, ବାନ୍ଧିଲା ପୁଲିସ୍

ନିଜ ଘରେ କଳାକନା ବୁଲାଇଦେଲା ଝିଅ। ଘରୁ ୨୨ ଲକ୍ଷ ଟଙ୍କା ଓ ସୁନାଗହଣା ନେଇ ହୋଇଗଲା ଫେରାର ।

Robbery

Reprentational Image

Niharika Rout
  • Published: Wednesday, 04 September 2024
  • Updated: 04 September 2024, 08:57 AM IST

Sports

Latest News

ନିଜ ଘରେ କଳାକନା ବୁଲାଇଦେଲା ଝିଅ। ଘରୁ ୨୨ ଲକ୍ଷ ଟଙ୍କା ଓ ସୁନାଗହଣା ନେଇ ହୋଇଗଲା ଫେରାର । ଏପରି କାରନାମାରେ ଚକିତ ବାପା ଥାନାରେ କଲେ ନିଜ ଝିଅ ନାଁରେ ଅଭିଯୋଗ । ଫଳରେ ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତାଙ୍କୁ ବାନ୍ଧିଛି।

ଏପରି ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ମୁମ୍ବାଇରେ ଘଟିଛି। ଅଭିଯୋଗକାରୀ ଦିନେଶ ଦ୍ୱିବେଦୀ ଏକ ଛୋଟ ଦୋକାନ କରିଥିବା ବେଳେ ସେଥିରୁ ପରିବାର ପୋଷନ୍ତି। ପ୍ରାୟ ୬ ବର୍ଷ ତଳେ ସେ ନିଜ ପୁଅ ବିବାହ ପାଇଁ ୨୨ ଲକ୍ଷ ଟଙ୍କା ଓ କିଛି ସୁନା ଗହଣା କିଣିଥିଲେ। ଉକ୍ତ ସୁନାଗହଣାକୁ ରଖିବାକୁ ସେ ନିଜ ଝିଅ ଆରତୀଙ୍କୁ ଦେଇଥିଲେ।

ମାତ୍ର ଇତି ମଧ୍ୟରେ ଆରତୀ ଜଣେ ଯୁବକଙ୍କୁ ଗୁପ୍ତ ବିବାହ କରିଥିବା ବେଳେ ଘରେ କିଛି ଜଣାଇ ନ ଥିଲେ। ଏହାପରେ ମଝିରେ ହଠାତ୍‌ ଝିଅ ଘରୁ ଗାଏବ ହୋଇଗଲେ। ପରିବାର ଲୋକେ ଖୋଜି ଖୋଜି ବି ତାଙ୍କ ପତ୍ତା ପାଇ ନ ଥିଲେ। ଏହାପରେ ସେମାନେ ଘରେ ସୁନାଗହଣା ଖୋଜିଥିବା ବେଳେ ତାହା ବି ନ ଥିଲା।

Also Read

ଏନେଇ ଦିନେଶ ଦ୍ୱିବେଦୀ ନିଜ ଝିଅଙ୍କ ନାଁରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ଖୋଳତାଡ଼ କରି ଅଭିଯୁକ୍ତା ଆରତୀଙ୍କୁ ଗିରଫ କରିଛି। ଏହାପରେ ପଚରାଉଚରା କରିବାରୁ ସେ ପୂର୍ବରୁ ବିବାହ କରି ସାରିଥିବା ବେଳେ ଘରୁ ସୁନାଗହଣା ଓ ଟଙ୍କା ନେଇ ଫେରାର ହୋଇ ଯାଇଥିବା ସ୍ୱୀକାର କରିଥିଲେ। ଘଟଣାର ଖୋଲତାଡ଼ ପରେ ପୁଲିସ୍‌ ଆରତୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story