Advertisment

ଦିଲ୍ଲୀରେ ଆଗେଇ ଚାଲିଛି ବିଜେପି

ଉତ୍ତର ପୂର୍ବ ଦିଲ୍ଲୀରେ ବିଜେପି ପ୍ରାର୍ଥୀ ମନୋଜ ତିୱାରୀ ଆଗରେ ରହିଛନ୍ତି।

ଅଦ୍ୟତନ ହୋଇଛି
Rajpath-delhi

Rajpath-delhi

Advertisment

ଦିଲ୍ଲୀର ୭ଟି ଲୋକସଭା ଆସନରେ ଚାଲିଛି ଭୋଟ୍‌ ଗଣତି। ତେବେ ଦ୍ୱିତୀୟ ରାଉଣ୍ଡ ଗଣତିରେ ୭ଟି ଯାକ ଆସନରେ ବିଜେପି ଆଗରେ ରହିଛି।ପ୍ରାରମ୍ଭିକ ଧାରା ଅନୁଯାୟୀ, ଉତ୍ତର ପୂର୍ବ ଦିଲ୍ଲୀରେ ବିଜେପି ପ୍ରାର୍ଥୀ ମନୋଜ ତିୱାରୀ ଆଗରେ ରହିଛନ୍ତି। ତିୱାରୀଙ୍କ ବିପକ୍ଷରେ କଂଗ୍ରେସର କହ୍ନେୟା କୁମାର କଡ଼ା ଟକ୍କର ଦେଉଛନ୍ତି। ଅପରପକ୍ଷରେ କଂଗ୍ରେସ ଦଳର ଜେପି ଅଗ୍ରୱାଲ ଚାନ୍ଦନୀ ଚୌକ ଆସନରୁ ଆଗୁଆ ଅଛନ୍ତି।

Advertisment

ଦକ୍ଷିଣ ଦିଲ୍ଲୀର ବିଜେପି ପ୍ରାର୍ଥୀ ଥିବା ରାମବୀର ସିଂହ ବିଧୁଡି ଆମ୍‌ ଆଦମୀ ପ୍ରାର୍ଥୀ ସହିରାମ ପହଲବାନଙ୍କ ଠାରୁ ୪୨୨୭ ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକସଭା ଆସନରେ ବିଜେପିର ଯୋଗେନ୍ଦ୍ର ଚନ୍ଦୋଲିଆ କଂଗ୍ରେସ ପ୍ରାର୍ଥୀ ବିଜେପି ରାଜାଙ୍କ ଠାରୁ ୭୭୩୬ ଭୋଟ୍‌ରେ ଆଗୁଆ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe