କାମ ଦେଲା କି କଂଗ୍ରେସର 5 ପ୍ରତିଶ୍ରୁତି ? | Odisha Reporter
ନିର୍ବାଚନ ପୂର୍ବରୁ କଂଗ୍ରେସର ୫ ପ୍ରତିଶ୍ରୁତି କଂଗ୍ରେସକୁ ସଫଳତା ଦେବା ନେଇ ଚର୍ଚ୍ଚା। ୪୦% କମିଶନ ଅଭିଯୋଗ ସହ ୫ ପ୍ରତିଶ୍ରୁତି କଂଗ୍ରେସକୁ କ୍ଷମତାକୁ ଆଣିଥିବା ଚର୍ଚ୍ଚା। ଗତ ୩୮ ବର୍ଷ ଧରି କର୍ଣ୍ଣାଟକ ଲୋକେ ପ୍ରତି ୫ ବର୍ଷରେ ସରକାର ବଦଳାଇଛନ୍ତି। ହେଲେ ଗତ ୪ଟି ଲୋକସଭା ନିର୍ବାଚନ ବେଳେ ବିଜେପି ଉପରେ ଭରସା କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
