ବଦଳିଲା ଦୂରଦର୍ଶନ ଲୋଗୋର ରଙ୍ଗ, ନାଲିରୁ ହେଲା ଗେରୁଆ 

ଏକ୍ସ ପୋଷ୍ଟ କରି ସୂଚନା ଦେଲା ଡିଡି ନ୍ୟୁଜ...

DD News Logo

ଡିଡି ନ୍ୟୁଜ୍ ଲୋଗୋ

Debibandita Barick
  • Published: Saturday, 20 April 2024
  • Updated: 20 April 2024, 01:29 PM IST

Sports

Latest News

ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନ ଲୋଗୋର ରଙ୍ଗ ପରିବର୍ତ୍ତନ ହୋଇଛି। ଦୀର୍ଘ ଦିନ ଧରି ରହି ଆସିଥିବା ଲୋଗୋ ରଙ୍ଗକୁ ବଦଳାଇ ଦିଆଯାଇଛି। ପୂର୍ବରୁ ଲୋଗୋରେ ନାଲି ରଙ୍ଗ ଥିବାବେଳେ ବର୍ତ୍ତମାନ ଗେରୁଆ କରାଯାଇଛି। 

ଡିଡି ନ୍ୟୁଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏହି ଘୋଷଣା କରାଯାଇଛି। ଡିଡି ନ୍ୟୁଜ୍ ପୋଷ୍ଟରେ କହିଛି ଯେ, ପୂର୍ବ ପରି ଆମର ମୂଲ୍ୟବୋଧ ସମାନ ରହିବ, କିନ୍ତୁ ଆମେ ଏକ ନୂଆ ଅବତାରରେ। ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ, ଯାହା କେବେ ପୂର୍ବରୁ ହୋଇନାହିଁ... ନୂତନ DD ନ୍ୟୁଜର ଅଭିଜ୍ଞତା ନିଅନ୍ତୁ!

Also Read

ତେବେ ବିରୋଧୀ ଦଳ ଏହି ପରିବର୍ତ୍ତନକୁ ନେଇ ରାଜନୈତିକ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟସଭା ସଦସ୍ୟ ତଥା ପ୍ରସାର ଭାରତୀ (DD, AIR)ର ପୂର୍ବତନ ସିଇଓ ଜବାହର ସିର୍କର କହିଛନ୍ତି, ଜାତୀୟ ପ୍ରସାରଣକାରୀ "ଗେରୁଆକରଣ" ଉପରେ ନଜର ରଖିଛନ୍ତି। ଏହା ପ୍ରସାର ଭାରତୀ ନୁହେଁ ପ୍ରଚାର ଭାରତୀ ବୋଲି ସେ କହିଛନ୍ତି। 

ସେହିପରି 2012ରୁ 2014 ପର୍ଯ୍ୟନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥିବା କଂଗ୍ରେସର ମନୀଷ ତିୱାରୀ ମଧ୍ୟ ଏହି ପରିବର୍ତ୍ତନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ସରକାର ସରକାରୀ ସଂସ୍ଥାକୁ ନିଜ ଅଧୀନକୁ ନେବାକୁ ଚେଷ୍ଟା କରୁଛନ୍ତି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story