କମିଲା ଖାଇବା ତେଲର ଦାମ: ସୀମା ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର

ନୂଆ ସଂଶୋଧିତ ନିୟମ ଅନୁଯାୟୀ, ପାମ, ସୂର୍ଯ୍ୟମୁଖୀ ଓ ସୋୟାବିନ ଭଳି ସମସ୍ତ ଅଶୋଧିତ ତୈଳ ଉପରେ ୫% ଆମଦାନୀ ଶୁଳ୍କ ଲାଗିବ। ସେହିପରି ଅନ୍ୟାନ୍ୟ ଟିକସ ୫.୫% ରହିବ।

Edible oil

Representational image

Hemant Lenka
  • Published: Thursday, 15 June 2023
  • Updated: 15 June 2023, 04:07 PM IST

Sports

Latest News

ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଭାରତ ସରକାର ରିଫାଇଣ୍ଡ ସୋୟାବିନ ଓ ସୂର୍ଯ୍ୟ ମୁଖୀ ତେଲ ଉପରେ ଲାଗୁଥିବା କଷ୍ଟମ ଡ୍ୟୁଟି ବା ସୀମା ଶୁଳ୍କ ହ୍ରାସ କରିଛନ୍ତି। ବୁଧବାର ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଗୁରୁବାର ଠାରୁ ନୂଆ ଦର ଲାଗୁ ହୋଇଛି।

ସରକାର ସୋୟାବିନ ଓ ସୂର୍ଯ୍ୟମୁଖୀ ଉପରେ ଲାଗୁ ହେଉଥିବା ୧୭.୫%ର ସୀମା ଶୁଳ୍କୁ ୧୨.୫%କୁ ହ୍ରାସ କରିଛନ୍ତି। ଏହାର ଅର୍ଥ ସୀମା ଶୁଳ୍କ ୫% ହ୍ରାସ ପାଇଛି। ଖାଇବା ତେଲର ଦାମ ନିୟମନ୍ତ୍ରଣ କରିବା ଓ ଅଶୋଧିତ ଏବଂ ରିଫାଇଣ୍ଡ ତେଲର ଆମଦାନୀକୁ ସମତୁଲ ଅବସ୍ଥାରେ ରଖିବା ପାଇଁ ଏପରି ନିଷ୍ପତ୍ତି ହୋଇଛି।

Also Read

ରିଫାଇଣ୍ଡ ଖାଇବା ତୈଳ ଉପରେ ପ୍ରଭାବୀ ଆମଦାନୀ ଶୁଳ୍କ ୧୩.୭୫% ରହିବ। ଅତିରିକ୍ତ ଭାବେ ରିଫାଇଣ୍ଡ ତୈଳ ଉପରେ ଆମଦାନୀ ଶୁଳ୍କ ୧୨.୫% ସହିତ ୧୦% ସେସ ଲାଗିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story