ହାରିଲେ ସିକ୍କିମ୍ର ପୂର୍ବତନ ଭାରତୀୟ ଫୁଟ୍ବଲ୍ କ୍ୟାପଟେନ୍ ବାଇଚୁଙ୍ଗ ଭୁତିଆ। ଚଳିତ ସିକ୍କିମ ବିଧାନସଭା ନିର୍ବାଚରେ ସେ ପରାସ୍ତ ହୋଇଛନ୍ତି। ଭୁତିଆଙ୍କୁ ୪୩୪୬ ଭୋଟ୍ରେ ହରାଇଛନ୍ତି ଶାସକର ଏସ୍କେଏମ୍ର ରିକ୍ଶଲ୍ ଧୋରଜୀ।
ଚଳିତ ବର୍ଷ ବାଇଚୁଙ୍ଗ ଭୁତିଆ ସିକ୍କିମ୍ର ବାରଫୁଙ୍ଗ ଆସନରୁ ନିର୍ବାଚନ ଲଢ଼ିଥିଲେ। ଗତ ବର୍ଷ ଭୁତିଆ ତାଙ୍କ ପାର୍ଟିକୁ SDFରେ ମିଶ୍ରଣ କରିଥିଲେ। ଏହାପରେ ତାଙ୍କୁ ଏସ୍ଡିଏଫ୍ର ଉପାଧ୍ୟକ୍ଷ କରାଯାଇଥିଲା। ଏହାପରେ ତାଙ୍କୁ ବିଧାନସଭା ଟିକେଟ୍ ମିଳିଥିଲା।
Also Read
ଭୋଟ୍ ଗଣତି ଜାରି ରହିଥିବା ବେଳେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚା (SKM) ୩୨ ସିଟ୍ ବିଶିଷ୍ଟ ସିକ୍କିମ୍ ବିଧାନସଭାରେ କ୍ଲିନ୍ ସ୍ୱିପ୍ କରିବା ଦିଗରେ ଗତି କରୁଛି। ଏଠାରେ ତିନୋଟି ସିଟ୍ରେ ଜିତି ସାରିଛି ଏସ୍କେଏମ୍। ୨୮ଟି ଆସନରେ ଦଳ ଆଗୁଆ ରହିଛି। ସେପଟେ ବିରୋଧୀ ଏସ୍ଡିଏଫ୍ କେବଳ ଗୋଟିଏ ସିଟ୍ରେ ଆଗୁଆ ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କାଲି ଆସିବ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଲ: ହ୍ୱିପ ଜାରି କଲା ବିଜେପି
ଆସନ୍ତାକାଲି ଲୋକସଭାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ କରିବା ପରେ ଆଇନମନ୍ତ୍ରୀ ମେଘୱାଲ ଏହା ଉପରେ ଅଧିକ ଆଲୋଚନା କରିବା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ପାଖକୁ ପଠାଇବାକୁ ଅନୁରୋଧ କରିବେ।
National
କଥା ଦେଲେ ଦିସାନାୟକେ: କହିଲେ- ଭାରତ ବିରୋଧରେ ବ୍ୟବହାର ହେବନି ଶ୍ରୀଲଙ୍କାର ମାଟି
ଶ୍ରୀଲଙ୍କା ଉପରେ ଚାଇନାର ଦବଦବା ବଢ଼ୁଥିଲେ ହେଁ ଭାରତ ବିରୋଧରେ ସିଂହଳ ଦେଶର ଇଞ୍ଚିଏ ମାଟିକୁ କେହି ବ୍ୟବହାର କରିପାରିବେ ନାହିଁ। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି ତତ୍ତ୍ୱକୁ ଶ୍ରୀଲଙ୍କାର ମାଟି କେବେ ହେଲେ ବ୍ୟବହାର କରିବାକୁ ଦିଆଯିବ ବୋଲି ଦିସାନାୟକେ କହିଛନ୍ତି।
National
ଭିକାରୀଙ୍କୁ ଭିକ ଦେଲେ ପୁଲିସ୍ କେସ୍ରେ ଫସିବେ, ନୂଆ ବର୍ଷରୁ ନୂଆ ନିୟମ
ଯଦି କେହି ଭିକାରୀଙ୍କୁ ନୂଆ ବର୍ଷ ଠାରୁ ଭିକ ଦିଅନ୍ତି, ତା’ହେଲେ ସେମାନଙ୍କ ନାଁରେ ଏଫଆଇଆର ରୁଜୁ କରାଯିବ।
Politics
EVMକୁ ନେଇ ବଢ଼ିଲା ଇଣ୍ଡିଆ ବ୍ଲକରେ ଫାଟ: ଏଥର କଂଗ୍ରେସକୁ ଘେରିଲା TMC
ଇଭିଏମ ହ୍ୟାକ କରି ବିଜେପି ନିର୍ବାଚନରେ ଜିତୁଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରି ଆସୁଛି। ହେଲେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ତିଆ ବ୍ଲକରେ ଥିବା ଗୋଟିଏ ପରେ ଗୋଟିଏ ଦଳ ଏହା ବିରୋଧରେ ମତ ରଖିବାରେ ଲାଗିଛନ୍ତି।
National
ପ୍ରଦୂଷଣ ପୂରା ଭାରତର ସମସ୍ୟା: ପ୍ରଦୂଷିତ ସହରଗୁଡ଼ିକର ତାଲିକା ମାଗିଲେ ସୁପ୍ରିମକୋର୍ଟ
ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତାକୁ ଯାଞ୍ଚ କରିବା ସହ ଏଥିରେ ସୁଧାର ଆଣିବା ପାଇଁ ଗଠନ ହୋଇଥିବା ବାୟୁ ଗୁଣବତ୍ତା ପରିଚାଳନା କମିଶନ ଭଳି ସଂସ୍ଥା ସବୁ ରାଜ୍ୟ ପାଇଁ ପ୍ରତିଷ୍ଠା କରାଯାଇ ପାରେ ବୋଲି ମଧ୍ୟ କୋର୍ଟ ମତ ରଖିଛନ୍ତି।