ବଜେଟ ୨୦୨୪-୨୫: କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ ହେବ?

୪୭,୬୫,୭୬୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି।

Budget

representational image

Hemant Lenka
  • Published: Thursday, 01 February 2024
  • Updated: 01 February 2024, 01:48 PM IST

Sports

Latest News

ଆଜି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛି। ୪୭,୬୫,୭୬୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ତେବେ କେଉଁ ବଡ଼ କ୍ଷେତ୍ର ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ଆସନ୍ତୁ ଜାଣିବା।

ଖର୍ଚ୍ଚର ହିସାବ (କୋଟିରେ)

୧- ପେନସନ- ୨୩,୯୬୧୨

୨- ପ୍ରତିରକ୍ଷା – ୪,୫୪,୭୭୩

୩-  ସାର -    ୧,୬୪,୦୦୦
୪-  ଖାଦ୍ୟ –  ୨୦୫୨୫୦

୫- ପେଟ୍ରୋଲିୟମ – ୧୧,୯୨୫

୬- କୃଷି ଓ ଏହା ସହ ଜଡ଼ିତ କାର୍ଯ୍ୟକ୍ରମ – ୧,୪୬,୮୧୯

୭- କମର୍ସ ଓ ଇଣ୍ତଷ୍ଟ୍ରୀ – ୪୫,୯୫୮

୮ – ଉତ୍ତର ପୂର୍ବର ବିକାଶ – ୫,୯୦୦

୯- ଶିକ୍ଷା – ୧,୨୪,୬୩୮

୧୦- ଶକ୍ତି – ୭୬,୩୦୨

୧୧- ବୈଦେଶିକ ବ୍ୟାପାର – ୨୨,୧୫୫

୧୨- ଅର୍ଥ – ୮୭,୬୪୨

୧୩ – ସ୍ୱାସ୍ଥ୍ୟ – ୯୦,୧୭୧

୧୪- ସ୍ୱରାଷ୍ଟ୍ର – ୧,୩୯,୩୨୮

୧୫ – ସୁଧ – ୧୧,୯୦,୪୪୦

୧୬ – ଆଇଟି ଓ ଟେଲିକମ – ୧,୧୫,୭୫୨

୧୭ – ଅନ୍ୟାନ୍ୟ – ୧,୨୩,୧୩୬

୧୮ – ଯୋଜନା ଓ ପରିସଂଖ୍ୟନ – ୬,୨୯୧

୧୯- ଗ୍ରାମୀଣ ବିକାଶ – ୨,୬୫,୮୦୮

୨୦ – ବିଜ୍ଞାନ ଭିତ୍ତିକ ବିଭାଗ – ୩୨,୧୬୯

୨୧- ସାମାଜିକ କଲ୍ୟାଣ – ୫୬,୫୦୧

୨୨- ଜିଏସଟି କ୍ଷତି ପୂରଣ ପାଣ୍ଠି – ୧୫,୦୦୦୦

୨୩ – ରାଜ୍ୟର ଭାଗ – ୨,୮୬,୭୮୭

୨୪ – ପରିବହନ – ୫,୪୪,୦୩୯

୨୫ – କେନ୍ଦ୍ର ଶାସିତ ଅଞ୍ଚଳ – ୬୩,୫୪୧

୨୬ – ସହରୀ ବିକାଶ – ୭୭୫୨୪

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story