Advertisment

Budget 2026: କେଉଁ ବଡ଼ କ୍ଷେତ୍ରରେ କେତେ ଖର୍ଚ୍ଚ ହେବ?

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ୫୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଉପସ୍ଥାପନ ହୋଇଥିବା ବେଳେ କେଉଁ ବଡ଼ କ୍ଷେତ୍ର ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ, ତା’ର ବିବରଣୀ ଏବେ ସାମ୍ନାକୁ ଆସିଛି।

author-image
Hemant Lenka
Budget123

ବଜେଟ୍‌

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ(Budget) ଉପସ୍ଥାପନ କରିଛନ୍ତି। ୫୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଉପସ୍ଥାପନ ହୋଇଥିବା ବେଳେ କେଉଁ ବଡ଼ କ୍ଷେତ୍ର ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ, ତା’ର ବିବରଣୀ ଏବେ ସାମ୍ନାକୁ ଆସିଛି। 

Advertisment

୧- ପରିବହନ- ୫, ୯୮,୫୨୦ କୋଟି 

୨- ପ୍ରତିରକ୍ଷା – ୫,୯୪,୫୮୫ କୋଟି 

୩- ଗ୍ରାମୀଣ ବିକାଶ – ୨,୭୩,୧୦୮ କୋଟି 

୪- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ- ୨,୫୫, ୨୩୪ କୋଟି 

୫- କୃଷି କାର୍ଯ୍ୟକ୍ରମ – ୧,୬୨,୬୭୧ କୋଟି 

୬- ଶିକ୍ଷା – ୧,୩୯, ୨୮୯ କୋଟି 

୭- ଶକ୍ତି – ୧,୦୯, ୦୨୯ କୋଟି 

୮- ସ୍ୱାସ୍ଥ୍ୟ – ୧,୦୪,୫୯୯ କୋଟି 

୯- ସହରୀ ବିକାଶ – ୮୫,୫୨୨ କୋଟି 

୧୦- ଆଇଟି ଓ ଟେଲିକମ – ୭୪,୫୬୦ କୋଟି 

୧୧- ବାଣିଜ୍ୟ ଓ ଶିଳ୍ପ – ୭୦,୨୯୬ କୋଟି 

୧୨- ସାମାଜିକ କଲ୍ୟାଣ – ୬୨, ୩୬୨ କୋଟି 

୧୩- ବିଜ୍ଞାନ ଭିତ୍ତିକ ବିଭାଗ – ୫୫,୭୫୬ କୋଟି 

୧୪- ଟିକସ ପ୍ରଶାସନ – ୪୫, ୫୦୦ କୋଟି 

୧୫- ବୈଦେଶିକ ବ୍ୟାପାର – ୨୨, ୧୧୯ କୋଟି 

୧୬- ଅର୍ଥ – ୨୦, ୬୪୯ କୋଟି 

୧୭- ଉତ୍ତର ପୂର୍ବର ବିକାଶ – ୬,୮୧୨ କୋଟି 

Advertisment

Budget