Advertisment

ତାମିଲନାଡୁ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୮ ମୃତ

ତାମିଲନାଡୁ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ। ୮ ଜଣଙ୍କ ମୃତ୍ୟୁ।

author-image
Debibandita Barick
ଅଦ୍ୟତନ ହୋଇଛି
Blast In Tamil Nadu Cracker Factory

Blast In Tamil Nadu Cracker Factory

ତାମିଲନାଡୁ କ୍ରିଷ୍ଣାଗିରୀର ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଆହତ। ଆଉ କିଛି ଲୋକ ଫଶି ରହିଥିବା ସୂଚନା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Advertisment

ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ନିକଟରେ ଥିବା ଏକ ହୋଟେଲ୍ ମଧ୍ୟ ଭୁଶୁଡି ପଡିଛି। ଏଥିସହ ୪ଟି କୋଠା କ୍ଷତିଗ୍ରସ୍ତ ହୋଇଛି। ଖବର ଲେଖା ହେବା ସୁଦ୍ଧା ଅନେକ ଲୋକେ ଭୁଶୁଡି ପଡିଥିବା କୋଠାରେ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

Blast In Tamil Nadu Cracker Factory Tamil Nadu Cracker Factory Tamil Nadu Explosion