Advertisment

ଇଲେକ୍ଟ୍ରିକ୍ ହାର୍ଡୱେୟାର୍ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, 4 ଜଣ ଦଗ୍ଧ

ମହାରାଷ୍ଟ୍ରର ଏକ ଇଲେକ୍ଟ୍ରିକ୍ ହାର୍ଡୱେୟାର୍ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ। ଜୀବନ୍ତ ଜଳିଗଲେ 4 ଜଣ।

Fire Incident In Maharashtra

Fire Incident In Maharashtra

Advertisment

ମହାରାଷ୍ଟ୍ରର ଏକ ଇଲେକ୍ଟ୍ରିକ୍ ହାର୍ଡୱେୟାର୍ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ। ଜୀବନ୍ତ ଜଳିଗଲେ 4 ଜଣ। ଆଜି ସକାଳ ପ୍ରାୟ 5ଟା ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ନିଆଁ ଲାଗିବାର କାରଣ ଜଣାପଡି ନଥିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିସହ ଦୋକାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି।

Advertisment

ସୂଚନା ଅନୁସାରେ, ପୁଣେ ଜିଲ୍ଲାର ପିମ୍ପ୍ରି ଚିଞ୍ଚୱାଡର ପୂର୍ଣ୍ଣନଗର ଅଞ୍ଚଳରରେ ଏହି ଅଗ୍ନକାଣ୍ଡ ଘଟିଛି। ମ୍ୟୁନିସିପାଲ କର୍ପୋରେସନର ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି, "ଆଜି ସକାଳ ପ୍ରାୟ 5 ଟା ସମୟରେ ଏକ ଆବାସିକ କୋଠାର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ 4 ଜଣଙ୍କର ମୃତ୍ୟୁ ଘିଟିଛି। ନିଆଁ ଲାଗିଥିବା ମହଲାରେ ଇଲେକ୍ଟ୍ରିକ୍ ହାର୍ଡୱେୟାର୍ ବ୍ୟବସାୟ ଚାଲୁଥିଲା।"

Fire Breaks Out Electric Hardware Store Maharahtra Fire Incident Fire In Shop
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe