ମାର୍ଚ୍ଚ ସୁଦ୍ଧା ଭୁବନେଶ୍ୱର ହେବ ସ୍ମାର୍ଟ, କେନ୍ଦ୍ର ଜାରି କଲା ରିପୋର୍ଟ

୨୨ଟି ସହର ଆସନ୍ତା ମାର୍ଚ୍ଚ ମାସରେ ପ୍ରସ୍ତୁତ ହୋଇଯିବ।

bhubanewar Photogoogle

bhubanewar

Tapas Behera
  • Published: Monday, 13 February 2023
  • Updated: 13 February 2023, 10:28 AM IST

Sports

Latest News

ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ଭୁବନେଶ୍ୱର ସମେତ ୨୨ଟି ସହର ଆସନ୍ତା ମାର୍ଚ୍ଚ ମାସରେ ପ୍ରସ୍ତୁତ ହୋଇଯିବ। ସ୍ମାର୍ଟ ସିଟି ମିଶନ ଅଧୀନରେ ଏହି ସବୁ ସହରରେ ଚାଲୁଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଯିବ। ସ୍ମାର୍ଟ ସିଟି ଅଧିନରେ ନାଗରିକମାନଙ୍କୁ ଉନ୍ନତ ମାନର ଜୀବନ ଏବଂ ଏକ ସ୍ୱଚ୍ଛ ନିରନ୍ତର ପରିବେଶ ପ୍ରଦାନ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ସେହିପରି ଏହି ମିଶନ ଅଧିନରେ ମନୋନୀତ ଅବଶିଷ୍ଟ ୭୮ ଟି ସହରରେ ଆଗାମୀ ତିନି-ଚାରି ମାସ ମଧ୍ୟରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହେବ।

କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ଜୁନ୍‌ ୨୫ରେ ସ୍ମାର୍ଟ ସିଟି ମିଶନ୍ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସେହିପରି ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ୪ ରାଉଣ୍ଡ ପ୍ରତିଯୋଗିତା ମାଧ୍ୟମରେ ୧୦୦ଟି ସହରକୁ ପୁନଃ ବିକାଶ ପାଇଁ ଚୟନ କରାଯାଇଥିଲା।  ସୁସ୍ଥ ଜୀନବଶୈଳୀ, ନାଗରିକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଓ ଏକ ସ୍ୱଚ୍ଛ ପରିବେଶ ଯୋଗେଇ ଦେବାକୁ ମନ୍ତ୍ରଣାଳୟର ଲକ୍ଷ୍ୟ।

Also Read

ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷହେବାକୁ ଥିବା ଭୁବନେଶ୍ୱର ବାଦ୍ ଅନ୍ୟ ସହରଗୁଡ଼ିକ ମଧ୍ୟରେ ଭୋପାଳ, ଇନ୍ଦୋର, ବାରଣାସୀ, ଚେନ୍ନାଇ, କୋଏମ୍ବାଟୋର, ଇରୋଡ଼, ରାଞ୍ଚି, ସାଲେମ, ସୁରଟ, ଉଦୟପୁର, ବିଶାଖାପାଟନମ, ଅହମଦାବାଦ, କାକିନାଡ଼ା, ପୁନେ, ଭେଲୋର, ପିମ୍ପ୍ରି-ଛିନ୍ଦୱାଡ଼ା, ମଦୁରାଇ, ଅମରାବତି, ତିରୁଚିରାପଲ୍ଲୀ ଏବଂ ତାଞ୍ଜାଭୁର ରହିଛି।

ତେଣୁ ଏହି ସହରଗୁଡିକରେ ଚାଲିଥିବା ପ୍ରକଳ୍ପଗୁଡିକ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ତିନି ଚାରି ମାସ ମଧ୍ୟରେ ଅବଶିଷ୍ଟ ସହରଗୁଡିକର ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଉଲ୍ଲେଖନୀୟ ଯେ ଓଡିଶାରେ ଭୁବନେଶ୍ୱର ସ୍ମାର୍ଟ ସିଟି ସହିତ ରାଉରକେଲା ସ୍ମାର୍ଟ ସିଟି ରହିଥିବାବେଳେ ଏହି ଦୁଇଟି ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି ।

ସ୍ମାର୍ଟ ସିଟି ମିଶନ ଯୋଜନାରେ ସର୍ବାଧିକ ୪୯୩୭ କୋଟି ଟଙ୍କା ତାମିଲନାଡୁ ପାଇଥିବାବେଳେ ଉତ୍ତରପ୍ରଦେଶ ୩୫୭୭ କୋଟି, ମହାରାଷ୍ଟ୍ର ୨୯୪୦ କୋଟି, କର୍ଣ୍ଣାଟକ ୨୯୦୧ କୋଟି, ମଧ୍ୟପ୍ରଦେଶ ୨୫୪୮ କୋଟି, ଗୁଜୁରାଟ ୨୩୫୨ କୋଟି, ଆନ୍ଧ୍ରପ୍ରଦେଶ ୧୮୬୦ କୋଟି ଓ ରାଜସ୍ଥାନ ୧୮୧୩ କୋଟି ଟଙ୍କା ପାଇଛି । ଲକ୍ଷାଦ୍ୱୀପ ସବୁଠାରୁ କମ୍‍ ୬୦ କୋଟି ଟଙ୍କା ପାଇଥିବାବେଳେ ଅନ୍ୟ ସମସ୍ତ ରାଜ୍ୟ ପାଇଥିବା ଅର୍ଥ ତିନି ଅଙ୍କରେ ସୀମିତ ରହିଛି ।

ତେବେ ପଡୋଶୀ ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶ ୧୮୬୦ କୋଟି ଟଙ୍କା ପାଇଥିବାବେଳେ ଛତିଶଗଡ ୭୧୦ କୋଟି, ଝାଡଖଣ୍ଡ ୪୯୦ କୋଟି ଓ ପଶ୍ଚିମବଙ୍ଗ ୩୯୩ କୋଟି ଟଙ୍କା ପାଇବାରେ ସକ୍ଷମ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story