Advertisment

ଟନେଲ ଭିତରୁ ଆସିଲା ପ୍ରଥମ ଚିତ୍ର

୧୦ ଦିନ ପରେ ଉତ୍ତରାଖଣ୍ଡ ଟନେଲ ଭିତରେ ଫସିଥିବା ୪୧ ଶ୍ରମିକଙ୍କ ଏପରି ଆଶ୍ୱସ୍ତକର ପ୍ରଥମ ଚିତ୍ର ସାମନାକୁ ଆସିଛି।

author-image
Manoj Swain
ଅଦ୍ୟତନ ହୋଇଛି

ସୁସ୍ଥ ଅଛନ୍ତି, ଚଳଚଞ୍ଚଳ ଅଛନ୍ତି, ଚଲାବୁଲା ବି କରୁଛନ୍ତି। ୧୦ ଦିନ ପରେ ଉତ୍ତରାଖଣ୍ଡ ଟନେଲ ଭିତରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ଏପରି ଆଶ୍ୱସ୍ତକର ପ୍ରଥମ ଭିଡିଓ ସାମନାକୁ ଆସିଛି। ଏହା ଉଦ୍ଧାରକାରୀ ଦଳ, ଶ୍ରମିକମାନଙ୍କ ପରିବାର ସମେତ ଦେଶବାସୀଙ୍କୁ ଆଶ୍ୱସ୍ତି ଆଣିଦେଇଛି । ଏଥିପାଇଁ ବରଦାନ ପାଲଟିଛି ଏଣ୍ଡୋସ୍କୋପି କ୍ୟାମେରା । ଏଣ୍ଡୋସ୍କୋପି କ୍ୟାମେରା ମାଧ୍ୟମରେ ୧୦ ଦିନ ପରେ ଟନେଲ ଭିତରର ସମ୍ପୂର୍ଣ୍ଣ ଚିତ୍ର ପଦାକୁ ଆସିଛି। 

Advertisment
Uttarakhand Tunnel Collapses In Uttarakhand