ଅଦ୍ୟତନ ହୋଇଛି
ଟନେଲ ଭିତରର ପ୍ରଥମ ସିସିଟିଭି ଫୁଟେଜ | Odisha Reporter
Advertisment
ସୁସ୍ଥ ଅଛନ୍ତି, ଚଳଚଞ୍ଚଳ ଅଛନ୍ତି, ଚଲାବୁଲା ବି କରୁଛନ୍ତି। ୧୦ ଦିନ ପରେ ଉତ୍ତରାଖଣ୍ଡ ଟନେଲ ଭିତରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ଏପରି ଆଶ୍ୱସ୍ତକର ପ୍ରଥମ ଭିଡିଓ ସାମନାକୁ ଆସିଛି। ଏହା ଉଦ୍ଧାରକାରୀ ଦଳ, ଶ୍ରମିକମାନଙ୍କ ପରିବାର ସମେତ ଦେଶବାସୀଙ୍କୁ ଆଶ୍ୱସ୍ତି ଆଣିଦେଇଛି । ଏଥିପାଇଁ ବରଦାନ ପାଲଟିଛି ଏଣ୍ଡୋସ୍କୋପି କ୍ୟାମେରା । ଏଣ୍ଡୋସ୍କୋପି କ୍ୟାମେରା ମାଧ୍ୟମରେ ୧୦ ଦିନ ପରେ ଟନେଲ ଭିତରର ସମ୍ପୂର୍ଣ୍ଣ ଚିତ୍ର ପଦାକୁ ଆସିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us