/odisha-reporter/media/post_attachments/uploadimage/library/16_9/16_9_0/Floods_1756205915.jpg)
Floods
ଦୋକାନ ବଜାର ଓ ଘର ଦ୍ୱାରା ଭାସି ଗଲାଣି। ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ୁଛି। ଜାତୀୟ ରାଜପଥ ପାଣିର ସ୍ରୋତରେ ଧୋଇ ଯାଇଛି। ଅନେକ ଆବାସିକ ଅଞ୍ଚଳ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଉବୁଟୁବୁ ହେବାର ଲାଗିଛି। ବ୍ୟାସ ନଦୀ ତା’ର କରାଳ ରୂପ ଦେଖାଇଥିବା ବେଳେ ହିମାଚଳ ପ୍ରଦେଶର ମନାଲୀରେ ବନ୍ୟା ପାଣି ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରକୃତରେ ତାଣ୍ଡବ ଆଗରେ ସମସ୍ତେ ଅସହାୟ ହୋଇ ପଡ଼ିଛନ୍ତି।
ବ୍ୟାସ ନଦୀ ବିପଦ ସଙ୍କେତ ପାର କରିବା ସହ ମନାଲୀରେ ଗୋଟିଏ ବହୁତଳ ବିଶିଷ୍ଟ କୋଠା ଓ ୪ଟି ଦୋକାନକୁ ଭସାଇ ନେଇଛି। ନଦୀ ପାଣି ଉଛୁଳିବାରେ ଲାଗିଛି। ଏଥିଯୋଗୁ ପାଣି ଏବେ ଅଲୁ ଗ୍ରାଉଣ୍ଡରେ ପ୍ରବେଶ କରି ଯାଇଛି। ଜାତୀୟ ରାଜପଥ ଧୋଇ ହୋଇ ଯିବାରୁ ମନାଲୀ-ଲେହ ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଛି। ହଜାର ହଜାର ଲୋକ ଏକାଧିକ ସ୍ଥାନରେ ବିନା ଯୋଗାଯୋଗ ଓ ବିଜୁଳିରେ ରହିଛନ୍ତି।
Baragraan cloud burst!!!
Patlikuhal Trout farm submerged!!!
Patlikuhal falls in between Kullu-Manali!!! Nature is furious🙏🙏 pic.twitter.com/pAgOg4c0IW— Queen of Himachal (@himachal_queen) August 26, 2025
ବାହାଙ୍ଗରେ ବନ୍ୟା ପାଣି ୨ଟି ରେଷ୍ଟୁରାଣ୍ଟକୁ ଭସାଇ ନେଇଥିବା ବେଳେ ୨ଟି ଦୋକାନ ପାଣିରେ ଲୀନ ହୋଇଯାଇଛି। ଅନେକ ସ୍ଥାନରେ ପ୍ରକୃତି ତାଣ୍ଡବ ରଚିଥିବା ବେଳେ ଏଯାଏ ମୃତାହତ ସମ୍ପର୍କରେ ଖବର ମିଳିନି।
Manali (IMD) recorded 102 mm rainfall in the last 24 hrs (till 8:30 AM) the highest-ever 24 hr rainfall in August.Previous record 100 mm on 7th Aug 1993.
People have started evacuating areas near the Beas River, remembering how parts were washed away during the 2023 floods.… pic.twitter.com/OWXZLhL7ZN
— Naveen Reddy (@navin_ankampali) August 26, 2025
ରାସ୍ତା ପାର ହେଉଥିବା ବେଳେ ଗୋଟିଏ ମାଲ ବୋଝେଇ ଟ୍ରକ ଭାସି ଯାଇଥିବା ଭିଡିଓ ସାମ୍ନାକୁ ଆସିଛି। କିନ୍ତୁ ଏଥିରେ ଡ୍ରାଇଭର ଓ ହେଲପର ଥିଲେ କି ନାହିଁ, ସେକଥା ସ୍ପଷ୍ଟ ହୋଇନି। ସ୍ଥିତିକୁ ଦେଖି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଲେହ-ମନାଲୀ ଜାତୀୟ ରାଜପଥରେ ସମସ୍ତ ଯାତାୟାତକୁ ବନ୍ଦ କରି ଦିଆଯାଇଛି। ସେହିପରି କୁଲୁ ଓ ମନାଲୀ ରାସ୍ତା କିଛି ସ୍ଥାନରେ ଧୋଇ ହୋଇଯିବାରୁ ଲୋକମାନେ ଅଧା ବାଟରେ ଫସି ରହିଛନ୍ତି।
Beas River this afternoon...
Rain hasn't stopped for a Sec in past 48 hrs...
Tomorrow is the last day of forecasted rainfall#BeasRiver#Rainfallpic.twitter.com/OeUisQcWqF
— The Ηimalyan's Way (@thw4u) August 25, 2025
ଏବେ ବି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ବ୍ୟାସ ନଦୀରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ରାତି ବେଳକୁ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି।
Beas flowing at dangerous levels as of yesterday.
Touching the green tax barriers, more rain is expected today so let's see.
Our fault at the end of the day, we keep thinking that 'it won't happen again' #HimachalPradesh#himachalrainspic.twitter.com/OGCaXeW0ph
— Sidharth Shukla (@sidhshuk) August 26, 2025
Beas flowing at dangerous levels as of yesterday.
Touching the green tax barriers, more rain is expected today so let's see.
Our fault at the end of the day, we keep thinking that 'it won't happen again' #HimachalPradesh#himachalrainspic.twitter.com/OGCaXeW0ph
— Sidharth Shukla (@sidhshuk) August 26, 2025
Water inflow at Madhopur Headworks is rising fast, overflowing bridges. Officials say it’s just 2ft below 1988 flood levels that submerged 9,000 villages & displaced 3.4M people. With heavy Himachal rains swelling Sutlej, Beas & Ghaggar, Punjab faces looming flood threat.… pic.twitter.com/icbxq41jbX
— Gagandeep Singh (@Gagan4344) August 26, 2025
Visuals of beas river today in Manali. pic.twitter.com/X6akQsB18a
— Go Himachal (@GoHimachal_) August 26, 2025
मनाली में तबाही,ब्यास नदी ने रेस्टोरेंट उड़ाया pic.twitter.com/PMDTLEa8aW
— Punjab Kesari-Himachal (@himachalkesari) August 26, 2025
Raging Beas River in Kullu⚠️
Another bad night for Himachal!!
Many shops n roads are being swept away in Manali!! Manali-Chandigarh Highway is closed since 4pm yesterday!!! Nature is in fierce mood n mode😥 pic.twitter.com/4BFVeXfweV— Queen of Himachal (@himachal_queen) August 26, 2025
Manali-Leh Road near Baahang, Manali😥😥 pic.twitter.com/EC7ZWKJx9r
— Queen of Himachal (@himachal_queen) August 26, 2025
Ravi river today in Chamba of Himachal Pradesh
Video from Sishu Manhas bhai pic.twitter.com/RGvJNTWR3B
— Weatherman Shubham (@shubhamtorres09) August 25, 2025
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
