/odisha-reporter/media/post_attachments/uploadimage/library/16_9/16_9_0/Accident_1681987787.jpg)
Accident
ଜମ୍ମୁ ଓ କଶ୍ମୀରର ପୁଞ୍ଛର ଭାଟା ଧୁରିଆଁ ଅଞ୍ଚଳରେ ସେନାର ଏକ ଟ୍ରକରେ ନିଆଁ ଲାଗିଯିବାରୁ ୪ ଜଣ ଯବାନଙ୍କ ମୃତ୍ୟୁ ଘଟିଛି।
Advertisment
ମିଳିଥିବା ସୂଚନା ଅନୁଯାୟୀ, ବଜ୍ରପାତ ଯୋଗୁ ଟ୍ରକରେ ନିଆଁ ଲାଗିଯାଇଥିଲା। ତେବେ ଟ୍ରକରେ ନିଆଁ କେମିତି ଲାଗିଲା, ସେ ନେଇ ତଦନ୍ତ ଚାଲିଛି।
ସେନା ଓ ପୁଲିସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
