Advertisment

ପୁଣି ବଢ଼ିଲା ସୁନା ଦର, ଜାଣି ନିଅନ୍ତୁ ଆଜିର ଦାମ୍‌

ପ୍ରାୟ ମାସେ ପରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବଢ଼ିଛି ସୁନା ଦର। ସୁନା ୧୦ ଗ୍ରାମ ପ୍ରତି ଦର ଆଜି ୫୯,୨୮୫ ଟଙ୍କା ରହିଛି।

ଅଦ୍ୟତନ ହୋଇଛି
GOLD

GOLD

Advertisment

ପ୍ରାୟ ମାସେ ପରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବଢ଼ିଛି ସୁନା ଦର। ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ଆଜି ୫୯,୨୮୫ ଟଙ୍କା ରହିଛି। ଗତକାଲି ତୁଳନାରେ ଆଜି ସୁନା ଦର ୮୭ ଟଙ୍କା ବା ୦.୧୫% ବଢ଼ିଛି।

Advertisment

ସେହିପରି ରୂପା ଦର ବି ଏବେ ଲମ୍ବ ଡିଆଁ ମାରିଛି। ରୂପେ କେଜି ପ୍ରତି ଏବେ ୭୩,୯୪୭ ଟଙ୍କାରେ ପହଞ୍ଚିଛି। ଭାରତରେ ସୁନା, ରୂପା ଦର ପ୍ରାୟତଃ ବଦଳୁଥାଏ। ଏହା ମୁଖ୍ୟତଃ ଡଲାରର ମୂଲ୍ୟ ବିନିମୟରେ ଭାରତୀୟ ମୁଦ୍ରା ଉପରେ ନିର୍ଭର କରୁଛି।

ନୂଆ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୪,୬୦୦ ଟଙ୍କା ଥିବା ବେଳେ ରୂପା ଦର କେଜି ପ୍ରତି ୭୩,୪୦୦ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ୨୨ କ୍ୟାରେଟ  ସୁନା ଦର ୧୦ ଗ୍ରାମ ପ୍ରତି ୫୪,୪୫୦ ଟଙ୍କା ଥିବା ବେଳେ, କୋଲକତାରେ ବି ସମାନ ରହିଛି। ରୂପା ଦର ନୂଆ ଦିଲ୍ଲୀରେ ଯାହା ଅଛି, ମୁମ୍ବାଇ ଓ କୋଲକତାରେ ବି ସମାନ ରହିଛି। ଚେନ୍ନାଇରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୪,୮୨୦ ଟଙ୍କା ଥିବା ବେଳେ ରୂପା ଦର କେଜି ପ୍ରତି ୭୭, ୧୦୦ ଟଙ୍କା ରହିଛି।

Advertisment
Gold Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe