କାହା ପାଇଁ ଭଲ କାହା ପାଇଁ ମନ୍ଦ
- Published: Wednesday, 01 February 2023
- , Updated: 01 February 2023, 05:52 PM IST
ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା। କିଏ କହିଲା ଭଲ ତ ଆଉ କିଏ କହିଲା ମନ୍ଦ। ବିରୋଧୀଙ୍କ ବିରୋଧ, ସରକାରୀ ପକ୍ଷର ସପୋର୍ଟ । ଉଦ୍ୟୋଗ ଜଗତ କହିଲା ଖୁସିର କଥା। କିଛି ହେଲା ମହଙ୍ଗା ଆଉ କିଛି ଶସ୍ତା ।