୫୦ ହଜାରରେ ବିକିଲା ସ୍ତ୍ରୀ\'ର ଋତୁସ୍ରାବ ରକ୍ତ | Odisha Reporter
ମହିଳାଙ୍କ ପାଇଁ ଋତୁସ୍ରାବ ସମୟଟି ବେଶ୍ କଷ୍ଟଦାୟକ ହୋଇଥାଏ। କିନ୍ତୁ ଏହି ସମୟରେ ସ୍ତ୍ରୀ ହେଉ କିମ୍ବା ଝିଅର ଯତ୍ନ ନେବା ପରିବର୍ତ୍ତେ ଯଦି ତାଙ୍କ ଋତୁସ୍ରାବ ରକ୍ତକୁ ବିକ୍ରି କରାଯାଏ...! ଶୁଣିକି ଚମକି ପଡ଼ିଲେନା? କିନ୍ତୁ ଏଭଳି ଘଟଣା ଘଟିଛି ଯାହା ଏବେ ପୂରା ମହାରାଷ୍ଟ୍ରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
