Advertisment

୫୦ ହଜାରରେ ବିକିଲା ସ୍ତ୍ରୀ'ର ଋତୁସ୍ରାବ ରକ୍ତ!

ମହିଳାଙ୍କ ପାଇଁ ଋତୁସ୍ରାବ ସମୟଟି ବେଶ୍‌ କଷ୍ଟଦାୟକ ହୋଇଥାଏ। କିନ୍ତୁ ଏହି ସମୟରେ ସ୍ତ୍ରୀ ହେଉ କିମ୍ବା ଝିଅର ଯତ୍ନ ନେବା ପରିବର୍ତ୍ତେ ଯଦି ତାଙ୍କ ଋତୁସ୍ରାବ ରକ୍ତକୁ ବିକ୍ରି କରାଯାଏ...! ଶୁଣିକି ଚମକି ପଡ଼ିଲେନା? କିନ୍ତୁ ଏଭଳି ଘଟଣା ଘଟିଛି ଯାହା ଏବେ ପୂରା ମହାରାଷ୍ଟ୍ରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Period Menstruation Maharashtra Husband-wife
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe