ଚେନ୍ନାଇରେ ଦେଖିବାକୁ ମିଳିଛି ବାତ୍ୟା ମିଗଜୋମ୍ର ପ୍ରଭାବ। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଉବୁଟୁବୁ ହେଉଛି ଚେନ୍ନାଇ। ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇର ଇଷ୍ଟକୋଷ୍ଟ ରୋଡ୍ରେ ପ୍ରବଳ ବର୍ଷା ଯୋଗୁ ନିର୍ମାଣାଧୀନ କାନ୍ଥ ଭୁଶୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟାଙ୍କଠାରୁ ଆରମ୍ଭ କରି ଅଫିସ୍ ସବୁ ବନ୍ଦ ଘୋଷଣା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଚଳନ୍ତା ଟ୍ରେନ୍ରେ ନାବାଳିକାଙ୍କୁ ଅସଦାଚରଣ; ରେଳ କର୍ମଚାରୀଙ୍କୁ ପିଟି ପିଟି ମାରିଦେଲେ ଯାତ୍ରୀ
ଚଳନ୍ତା ଟ୍ରେନ୍ରେ ନାବାଳିକାଙ୍କୁ ଅସଦାଚରଣ କଲେ ରେଲ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ହୋଇ ଯାତ୍ରୀମାନେ ରେଳ କର୍ମଚାରୀଙ୍କୁ ପିଟି ପିଟି ମାରିଦେଲେ।
National
ଗଣବଳାତ୍କାର ଉଦ୍ୟମ କରୁଥିଲେ ଡାକ୍ତର ଓ ସହଯୋଗୀ, ପ୍ରାଇଭେଟ ପାର୍ଟ କାଟିଦେଲେ ନର୍ସ
ନର୍ସଙ୍କୁ ଗଣବଳାତ୍କାର ଉଦ୍ୟମ କରି ଫସିଲେ ଡାକ୍ତର ଓ ତାଙ୍କ ଦୁଇ ସହଯୋଗୀ। ଭୋଗିଲେ ଭୟଙ୍କର ପରିଣାମ । ନିଜକୁ ବଞ୍ଚାଇବାକୁ ଯାଇ ନର୍ସଜଣକ ଡାକ୍ତରଙ୍କ ପ୍ରାଇଭେଟ ପାର୍ଟକୁ କାଟିଦେଇଥିବା ଜଣାଯାଇଛି ।
National
କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ଜଳିଗଲେ ୩ ଶ୍ରମିକ
ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇ ୩ ଶ୍ରମିକ ଜଳି ଯାଇଛନ୍ତି। ଏହି ଦୁର୍ଘଟଣାରେ ବହୁ ଜଣ ଆହତ ହୋଇଥିବା ଜଣାଯାଇଛି।
National
ମମତାଙ୍କୁ ସାମାଜିକ ବହିଷ୍କାର କଲେ ରାଜ୍ୟପାଳ, କହିଲେ- ତାଙ୍କ ସହ ଗୋଟିଏ ମଞ୍ଚରେ ବସିବିନି
ରାଜ୍ୟପାଳ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଆଉ କୌଣସି ସଭା ମଞ୍ଚରେ ଏକାଠି ବସିବେନି। ମମତା ଯେଉଁ ସଭାକୁ ଯିବେ ସେ ସେଠାକୁ ଯିବେନି।
National
ଜବରଦଖଲ ଉଚ୍ଛେଦ ବେଳେ ପୁଲିସର ଗୁଳିମାଡ଼: ୨ ମୃତ, ଅନେକ ଆହତ
କାଚୁତାଲି ଗାଁରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ପୁଲିସ୍ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଛି।