3 ଫୁଟର ପ୍ରାର୍ଥୀ ଭରିଲେ ନାମାଙ୍କନ || UP Nikay Chunav 2023 || Odisha Reporter
Advertisment
ଉଚ୍ଚତା ୩ ଫୁଟ। କିନ୍ତୁ ଲୋକଙ୍କ ସେବା ପାଇଁ ମନରେ ଅଛି ବହୁତ ଆଶା। ସେଥିପାଇଁ ଉତ୍ତର ପ୍ରଦେଶ ମୋରଦାବାଦଠାରେ ହେବାକୁ ଥିବା ମ୍ୟୁନିସିପାଲଟି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି। ଆଉ ନିର୍ବାଚନ ପ୍ରଚାର ମଧ୍ୟ କରୁଛନ୍ତି ୩ ଫୁଟର ଏହି ପ୍ରାର୍ଥୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us