ଇସ୍ରୋର ଆଉ ଏକ ବଡ଼ ସଫଳତା | Odisha Reporter
ଇତିହାସ ରଚିଲା ISRO
ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । 'ୱାନ ୱେବ୍-୨' ମିଶନରେ ମହାକାଶକୁ ଛଡ଼ାଗଲା ୩୬ ଉପଗ୍ରହ । ଆନ୍ଧ୍ର ଶ୍ରୀହରିକୋଟାରୁ LVM3 ରକେଟ ଜରିଆରେ ଉତକ୍ଷେପଣ । LVM3 ରକେଟ ୪୩.୫ ମିଟର ଲମ୍ବ, ୬୪୩ ଟନ୍ ଓଜନ ବିଶିଷ୍ଟ।
ଇସ୍ରୋର ଆଉ ଏକ ବଡ଼ ସଫଳତା | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
