Advertisment

ଇତିହାସ ରଚିଲା ISRO

ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । 'ୱାନ ୱେବ୍-୨' ମିଶନରେ ମହାକାଶକୁ ଛଡ଼ାଗଲା ୩୬ ଉପଗ୍ରହ । ଆନ୍ଧ୍ର ଶ୍ରୀହରିକୋଟାରୁ LVM3 ରକେଟ ଜରିଆରେ ଉତକ୍ଷେପଣ । LVM3 ରକେଟ ୪୩.୫ ମିଟର ଲମ୍ବ, ୬୪୩ ଟନ୍‌ ଓଜନ ବିଶିଷ୍ଟ।

ISRO Satellite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe