କେତେ ଦରମା ପାଉଥିଲେ କେତେ ଦେବେ ଟ୍ୟାକ୍ସ ?
- Published: Thursday, 02 February 2023
- , Updated: 02 February 2023, 01:38 PM IST
ବଜେଟ୍ ପରେ ଇନକମ୍ ଟ୍ୟାକ୍ସକୁ ନେଇ ଚାରିଆଡେ ଚର୍ଚ୍ଚା, କେତେ ଆୟ କରୁଥିଲେ କେତେ ଦେବେ ଆୟକର, କେମିତି ପାଇବେ ଟ୍ୟାକ୍ସ ବେନିଫିଟ୍, କେଉଁଥିରେ ଆପଣ ପୁଞ୍ଜି ଲଗାଇଲେ ମିଳିବ ଫାଇଦା ? ଏ ବିଷୟରେ ଅଧିକ ଆଲୋଚନା କରିଛନ୍ତି ଅର୍ଥନୀତି ବିଶେଷଜ୍ଞ ତ୍ରୀନାଥ ଲେଙ୍କା।