ଭାରତ ପାଇଁ ଆକାଶ ପଥ ବନ୍ଦ କରି ନିଜର କ୍ଷତି ନିଜେ କଲା ପାକିସ୍ତାନ!

ଆକାଶ ପଥ ବନ୍ଦ କରି ଭାରତକୁ କ୍ଷତି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ପାକିସ୍ତାନ, ଏବେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବା ଭଳି ଅନୁଭବ କରୁଛି।

Flight

representational image

Hemant Lenka
  • Published: Monday, 28 April 2025
  • Updated: 28 April 2025, 03:22 PM IST

Sports

Latest News

ପହଲଗାମ ନରସଂହାର ପରେ ଭାରତ ସରକାର ପାକିସ୍ତାନକୁ କୂଟନୀତିକ ଝଟକା ଦେଇଛନ୍ତି। ପାକିସ୍ତାନୀଙ୍କ ଭିସା ରଦ୍ଦ କରାଯିବା ସହ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଭାରତର ଏପରି ଆଭିମୁଖ୍ୟ ପରେ ପାକିସ୍ତାନ ମଧ୍ୟ ଭାରତୀୟ ବିମାନଗୁଡ଼ିକ ପାଇଁ ନିଜ ଆକାଶ ପଥକୁ ବନ୍ଦ କରି ଦେଇଛନ୍ତି। ଏପରି କରି ଇସଲାମାବାଦ ଭାବି ଥିଲା ଯେ ଭାରତକୁ କ୍ଷତି ପହଞ୍ଚାଇବ।

କିନ୍ତୁ ଆକାଶ ପଥ ବନ୍ଦ କରି ଭାରତକୁ କ୍ଷତି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ପାକିସ୍ତାନ, ଏବେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବା ଭଳି ଅନୁଭବ କରୁଛି। ଭାରତକୁ ସମସ୍ୟାରେ ପକାଇବାକୁ ପାକିସ୍ତାନ ଚେଷ୍ଟା କରୁଥିବା ବେଳେ ବାସ୍ତବରେ ଆକାଶ ପଥ ବନ୍ଦ କରି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରୁ ଇସଲାମାବାଦ ପାଉଥିବା କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛି।

ପାକିସ୍ତାନ ଭାରତୀୟ ବିମାନଗୁଡ଼ିକ ପାଇଁ ନିଜର ଆକାଶ ପଥ ବନ୍ଦ କରିଥିବାରୁ ଏବେ ସେଗୁଡ଼ିକ ଅନ୍ୟ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି। ଏଥିପାଇଁ ଅଧିକ ଇନ୍ଧନ ଓ ସମୟ ଲାଗୁଛି। ହେଲେ ପାକିସ୍ତାନ ଆକାଶ ପଥ ଦେଇ ବିମାନ ଯିବା ବେଳେ ଦେଶକୁ ମିଳୁଥିବା ଓଭର ଫ୍ଲାଇଟ ଫି’ ଇସଲାମାବାଦ ଏବେ ହରାଇ ଦେଇଛି। ପାକିସ୍ତାନକୁ ଆଉ ବିମାନ କମ୍ପାନୀଗୁଡ଼ିକ ଦେଉଥିବା ଫି’ ମିଳିବ ନାହିଁ।

Also Read

ଜଣେ ପାକିସ୍ତାନ ସୋଶାଲ ମିଡିଆ ବ୍ୟବହାର କରି ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି ଯେ ଭାରତୀୟ ବିମାନ ପାକିସ୍ତାନ ଆକାଶ ପଥ ବଦଳରେ ବେଶ ଅଧିକ ବାଟ ଅତିକ୍ରମ କରି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛି। ପାକିସ୍ତାନୀ ଜଣଙ୍କ କଟାକ୍ଷ କରି ଲେଖିଛନ୍ତି ଯେ “ଆହୁରି ପଙ୍ଗା ନିଅ।” ସେହିପରି ପାକିସ୍ତାନ ଆକାଶ ପଥ ବନ୍ଦ କରିଥିବାରୁ ଭାରତକୁ ୫୦୦ ମିଲିୟନ ଡଲାରର କ୍ଷତି ହେବ ବୋଲି ପାକିସ୍ତାନ ଗଣମାଧ୍ୟମ ଦାବି କରିଥିଲା।

ହେଲେ ପାକିସ୍ତାନୀ ଓ ପାକିସ୍ତାନ କରୁଥିବା ଦାବିର ଜବାବ ଦେଇ ଏକ୍ସ ୟୁଜର ନରେନ ମେନନ ଭାରତୀୟ ବିମାନଗୁଡ଼ିକ ବୁଲିବୁଲି ଯିବା ଦ୍ୱାରା ପାକିସ୍ତାନ କେମିତି ଆର୍ଥିକ କ୍ଷତି ସହୁଛି, ତା’ର ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପାକିସ୍ତାନ ଏବେ ଆକାଶ ପଥ ବନ୍ଦ କରି ‘ଓଭର ଫ୍ଲାଇଟ’ ଫି’ ହରାଇଛି। ବିଶ୍ୱର ତୃତୀୟ ସର୍ବବୃହତ୍ତ ବେସାମରିକ ବିମାନ ଚଳଚଳ ଦେଶ ହେଉଛି ଭାରତ। ଭାରତୀୟ ବିମାନ ପାକିସ୍ତାନର ଆକଶ ପଥ ବ୍ୟବହାର କରୁଥିବାରୁ ଇସଲାମାବାଦକୁ ଓଭର ଫ୍ଲାଇଟ ଫି’ ଦେଉଥିଲେ। କନ୍ତୁ ପାକିସ୍ତାନ ଏବେ ଏହାକୁ ହରାଇଛି।

ପାକିସ୍ତାନ ଏବାବଦରେ ବାର୍ଷିକ କୋଟି କୋଟି ଟଙ୍କା ବେଶ ସହଜରେ ପାଉଥିଲା। ମାନବ ଇତିହାସରେ ସାମୁହିକ ଭାବେ ଗୋଟିଏ ମାଟିରେ ଏତେ ମୁର୍ଖ ରହିଥିବା କେବେ ହେଲେ ଦେଖାଯାଇନି। ଭାରତରୁ ବିପୁଳ ସଂଖ୍ୟାରେ ବିମାନ ୟୁରୋପ ଓ ଉତ୍ତର ଆମେରିକାକୁ ଯାଇଥାଏ। ଭାରତୀୟ ବିମାନ ପାଇଁ ଆକାଶ ପଥ ବନ୍ଦ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିବ ବୋଲି ସେ କହିଛନ୍ତି।

କିଛି ୟୁଜର କହିଛନ୍ତି ଯେ ଭାରତ ବଦଳରେ ପାକିସ୍ତାନ ବିଭିନ୍ନ ବିଦେଶୀ ଏୟାରଲାଇନ୍ସ ଠାରୁ ଓଭର ଫ୍ଲାଇଟ ଫି’ ପାଇବ। କିନ୍ତୁ ମେନନ ସ୍ପଷ୍ଟ କରିଛନ୍ତି ଯେ ପଶ୍ଚିମ ଦେଶକୁ ଭାରତରୁ ଯାଉଥିବା ଅଧିକାଂଶ ବିମାନ ଭାରତୀୟ କମ୍ପାନୀ- ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ ଚଳାଚଳ କରାଯାଉଛି। ତେଣୁ ପାକିସ୍ତାନର ଓଭର ଫ୍ଲାଇଟ ଆୟର ପରିମାଣ ଆଶାତୀତ ଭାବେ ହ୍ରାସ ପାଇବ।

ଆକାଶ ପଥ ବନ୍ଦ ଯୋଗୁ ଭାରତୀୟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଅଧିକ ଇନ୍ଧିନ ଓ ସମୟ ଖର୍ଚ୍ଚ ସମସ୍ୟାରେ ପଡ଼ିଛନ୍ତି। ସେମାନକୁ ବୁଲିବୁଲି ନିଜର ଗନ୍ତବ୍ୟ ସ୍ଥଳକୁ ଯିବାକୁ ପଡ଼ୁଛି। କିନ୍ତୁ ପାକିସ୍ତାନ ଆକାଶ ପଥ ବନ୍ଦ କରି ସିଧାସଳଖ ନିଜ ଆୟକୁ ହ୍ରାସ କରିଛି।

ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଯେ ଏପରି ସ୍ଥିତି ସୃଷ୍ଟି ହୋଇଛି ଭାବିବା ଭୁଲ। କାରଣ ୨୦୧୯ ଜୁଲାଇ ମାସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ତା’ର ଆକାଶ ପଥକୁ ଭାରତ ପାଇଁ ବନ୍ଦ କରିଥିଲା। ଏଥିଯୋଗୁ ପାକିସ୍ତାନ ପ୍ରାୟ ୧୦୦ ମିଲିୟନ ଡଲାରର କ୍ଷତି ସହିଥିଲା। ଆକାଶ ପଥ ବନ୍ଦ ଯୋଗୁ ଦୈନିକ ୪୦୦ ବିମାନ ପ୍ରଭାବିତ ହେଉଥିଲେ। ପାକିସ୍ତାନର ବେସାମରିକ ବିମାନ ଚଳଚଳ ପ୍ରାଧିକରଣ ବା ସିଏଏ ଓ ପାକିସ୍ତାନ ଅନର୍ଜାତୀୟ ଏୟାରଲାଇଇନ୍ସ ବା ପିଆଇଏକୁ ବଡ଼ଧରଣର କ୍ଷତି ସହିବାକୁ ପଡ଼ିଥିଲା।

ତଥ୍ୟରୁ ଜଣାପଡ଼ିଥିଲା ଯେ ବୋଇଂ ୭୩୭ ପାକିସ୍ତାନ ଆକଶ ପଥକୁ ବ୍ୟବହାର କଲେ ଓଭର ଫ୍ଲାଇଟ ଫି’ ବାବଦରେ ୫୮୦ ଡଲାର ଦେବାକୁ ପଡ଼ିଥାଏ। ଏହା ଠାରୁ ବଡ଼ବଡ଼ ବିମାନ ପାଇଁ ଅଧିକ ଫି’ ଲାଗି ଥାଏ। ଅଧିକାରୀମାନେ ଆକଳନ କରିଥିଲେ ଯେ ୨୦୧୯ରେ ପାକିସ୍ତାନ ଆକାଶ ପଥ ବନ୍ଦ କରିଥିବାରୁ ସିଏଏକୁ ଦୈନିକ ୨୩୨,୦୦୦ ଡଲାରର କ୍ଷତି ରହିଥିଲା। ଯଦି ଏଥିରେ ଲ୍ୟାଣ୍ଡିଂ ଓ ପାର୍କିଂକୁ ଯୋଡ଼ା ଯାଏ, ତା’ହେଲେ ଦୈନିକ ରାଜସ୍ୱ କ୍ଷତି ୩୦୦,୦୦ ଡଲାରରେ ପହଞ୍ଚିବ।

ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ ମଧ୍ୟ ଅନ୍ତର୍ଜାତୀୟ ରାସ୍ତାର ନିଲମ୍ବନ ଓ ଘରୋଇ ରାସ୍ତାରେ ଦୀର୍ଘ ସମୟର ଯାତ୍ରା ଯୋଗୁ ପ୍ରତଦିନ ୪୬୦,୦୦୦ ଡଲାରର କ୍ଷତି ସହିଥିଲା। ଏହାର ଅର୍ଥ ସିଏଏ ଓ ପିଆଇର କ୍ଷତିକୁ ମିଶାଇଲେ ଦୈନିକ ରାଜସ୍ୱହାନୀର ପରିମାଣ ୭୬୦,୦୦୦ ଡଲାର ଛୁଇଁଥିଲା। ଫଳ ସ୍ୱରୁପ କଟକଣା ହଟାଇବା ବେଳକୁ କ୍ଷତି ପ୍ରାୟ ୧୦୦ ମିଲିୟର ଡଲାର ଛୁଇଁ ସାରିଥିଲା।

ଏବେ ପହଲଗାମ ଆକ୍ରମଣ ପରେ ପାକିସ୍ତାନ ପୁଣି ଆକାଶ ପଥକୁ ବନ୍ଦ କରିଛି। ତେଣୁ ପାକିସ୍ତାନ ସମାନ ଧରଣର କ୍ଷତି ସହିବାକୁ ଯାଉଛି। ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ କୁହାଯାଇ ସାରିଛି ଯେ ସେମାନଙ୍କର କିଛି ଅନ୍ତର୍ଜାତୀୟ ବିମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ, ଅମୃତସର, ଜୟପୁର, ଲକ୍ଷ୍ନୌ ଓ ବାରାଣସୀ ଭଳି ସହରରୁ ଉଡ଼ାଣ କରୁଥିବା ବିମାନଗୁଡ଼ିକ ବାଧ୍ୟ ହୋଇ ବୁଲିବୁଲି ଯାଉଛନ୍ତି। ପାକିସ୍ତାନ ବଦଳରେ ବିମାନଗୁଡ଼ିକୁ ଆରବ ସାଗର ଉପରେ ଥିବା ଲମ୍ବା ରାସ୍ତାକୁ ବ୍ୟବହାର କରୁଛନ୍ତି।

ଜଣେ ବରିଷ୍ଠ ପାଇଲଟ କହିଛନ୍ତି, ପାକିସ୍ତାନର ଆକାଶ ପଥ ବନ୍ଦ ଥିବାରୁ ଆମେରିକା ଓ ୟୁରୋପ ଗସ୍ତ ପାଇଁ ଅଧିକ ୨ରୁ ୨.୫ ଘଣ୍ଟା ସମୟ ଲାଗିବ। ଏଥିଯୋଗୁ ଅଧିକ ଇନ୍ଧନ ଲାଗିବ ଓ ସମୟ ଖର୍ଚ୍ଚ ହେବ। ସେହିପରି ସବୁ କିଛି ବିଳମ୍ବିତ ହେବ। ଦିଲ୍ଲୀ, ଅମୃତସର, ଜୟପୁର, ଲକ୍ଷ୍ନୌ ଓ ବାରାଣସୀ ଭଳି ସହରରୁ ଉଡ଼ୁଥିବା ବିମାନ କଟକଣା ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story