ମୋର କିଛି ଦାବି ନାହିଁ: କୁମାରସ୍ୱାମୀ

ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଜେଡିଏସ୍‌ ସହିତ ଗୁପ୍ତ ଆଲୋଚନା ଆରମ୍ଭ ହୋଇଯାଇଥିବା କୁହାଯାଉଛି।

HD Kumarswamy

ଏଚ୍‌ଡି କୁମାରସ୍ୱାମୀ

Jitendra Garnayak
  • Published: Saturday, 13 May 2023
  • Updated: 13 May 2023, 08:16 AM IST

ମେ’ ୧୦ ତାରିଖରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି। ତେବେ ଫଳାଫଳ ଆସିବା ପୂର୍ବରୁ ମେ’ ୧୦ ତାରିଖରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଅଧିକାଂଶ କର୍ଣ୍ଣାଟକାରେ ଝୁଲା ବିଧାନସଭାର ଆକଳନ  କରିଥିଲେ। କଂଗ୍ରେସ ସର୍ବବୃହତ୍ତ ଦଳ ଭାବେ ଉଭା ହେବେ ବୋଲି ଆକଳନ କରାଯାଇଛି। ଏପରି ସ୍ଥିତିରେ ଜେଡିଏସ୍‌ କିଙ୍ଗ ମେକର ସାଜିବ ବୋଲି କୁହାଯାଉଛି। ଏମିତିକି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଜେଡିଏସ୍‌ ସହିତ ଗୁପ୍ତ ଆଲୋଚନା ଆରମ୍ଭ ହୋଇଯାଇଥିବା କୁହାଯାଉଛି।

ଆଜି ଭୋଟ୍ ଗଣତି ପୂର୍ବରୁ ଜେଡିଏସ ନେତା ଏଚ୍‌ଡି କୁମାରସ୍ୱାମୀ କହିଥିଲେ, ଏକଜିଟ ପୋଲ କହୁଛି ଦୁଇ ଜାତୀୟ ଦଳ ଭଲ କରିବେ। ଏକଜିଟ ପୋଲ ଆମକୁ ୩୦ରୁ ୩୨ଟି ଆସନ ଦେଇଛି। ମୋର ଛୋଟ ଦଳ। ମୋର କିଛି ଦାବି ନାହିଁ। ମୁଁ ଆଶା କରୁଛି ଆଗକୁ ସବୁ ଭଲ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story