Advertisment

ମୋର କିଛି ଦାବି ନାହିଁ: କୁମାରସ୍ୱାମୀ

ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଜେଡିଏସ୍‌ ସହିତ ଗୁପ୍ତ ଆଲୋଚନା ଆରମ୍ଭ ହୋଇଯାଇଥିବା କୁହାଯାଉଛି।

HD Kumarswamy

HD Kumarswamy

Advertisment

ମେ’ ୧୦ ତାରିଖରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି। ତେବେ ଫଳାଫଳ ଆସିବା ପୂର୍ବରୁ ମେ’ ୧୦ ତାରିଖରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଅଧିକାଂଶ କର୍ଣ୍ଣାଟକାରେ ଝୁଲା ବିଧାନସଭାର ଆକଳନ  କରିଥିଲେ। କଂଗ୍ରେସ ସର୍ବବୃହତ୍ତ ଦଳ ଭାବେ ଉଭା ହେବେ ବୋଲି ଆକଳନ କରାଯାଇଛି। ଏପରି ସ୍ଥିତିରେ ଜେଡିଏସ୍‌ କିଙ୍ଗ ମେକର ସାଜିବ ବୋଲି କୁହାଯାଉଛି। ଏମିତିକି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଜେଡିଏସ୍‌ ସହିତ ଗୁପ୍ତ ଆଲୋଚନା ଆରମ୍ଭ ହୋଇଯାଇଥିବା କୁହାଯାଉଛି।

Advertisment

ଆଜି ଭୋଟ୍ ଗଣତି ପୂର୍ବରୁ ଜେଡିଏସ ନେତା ଏଚ୍‌ଡି କୁମାରସ୍ୱାମୀ କହିଥିଲେ, ଏକଜିଟ ପୋଲ କହୁଛି ଦୁଇ ଜାତୀୟ ଦଳ ଭଲ କରିବେ। ଏକଜିଟ ପୋଲ ଆମକୁ ୩୦ରୁ ୩୨ଟି ଆସନ ଦେଇଛି। ମୋର ଛୋଟ ଦଳ। ମୋର କିଛି ଦାବି ନାହିଁ। ମୁଁ ଆଶା କରୁଛି ଆଗକୁ ସବୁ ଭଲ ହେବ।

Karnataka Polls 2023 Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe