୪ ବର୍ଷ ସୁଦ୍ଧା ବନ୍ଦ ହୋଇଯିବ ସମସ୍ତ ପ୍ରକାରର ଡିଜେଲ ଚାଳିତ କାର୍‌!

ଡିଜେଲ କାର୍‌ ପରିବର୍ତ୍ତେ ଇଲେକ୍ଟ୍ରିକ ଓ ଗ୍ୟାସ ଚାଳିତ ଗାଡ଼ିର ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସରକାରୀ ପ୍ୟାନେଲ ପ୍ରସ୍ତାବ ଦେଇଛି।

diesel

representational image

Hemant Lenka
  • Published: Monday, 08 May 2023
  • Updated: 08 May 2023, 06:27 PM IST

Sports

Latest News

ଡିଜେଲରେ କାର୍‌ ଚଳାଉଥିବା ଲୋକଙ୍କ ପାଇଁ ଖରାପ ଖବର। ୪ ବର୍ଷ ପରେ ଅର୍ଥାତ ୨୦୨୭ ସୁଦ୍ଧା ଦେଶରେ ବନ୍ଦ ହୋଇପାରେ ସମସ୍ତ ପ୍ରକାରର ଡିଜେଲ ଚାଲିତ କାର୍‌। ଡିଜେଲ ଚାଲିତ କାର୍‌ଗୁଡ଼ିକ ୨୦୨୭ ସୁଦ୍ଧା ବ୍ୟାନ କରିବାକୁ ସୁପାରିସ କରିଛି ତୈଳ ମନ୍ତ୍ରଣାଳୟର ଗୋଟିଏ ପ୍ୟାନେଲ।

ଡିଜେଲ କାର୍‌ ପରିବର୍ତ୍ତେ ଇଲେକ୍ଟ୍ରିକ ଓ ଗ୍ୟାସ ଚାଳିତ ଗାଡ଼ିର ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସରକାରୀ ପ୍ୟାନେଲ ପ୍ରସ୍ତାବ ଦେଇଛି। ପ୍ରଦୂଷଣ ରୋକିବାକୁ ୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ସହର ଓ ପ୍ରଦୂଷଣ ରୋକିବାକୁ ଏପରି ବ୍ୟବସ୍ଥା ସରକାର ଲାଗୁ କରୁନ୍ତୁ ବୋଲି ପ୍ୟାନେଲର ସଦସ୍ୟମାନେ କହିଛନ୍ତି।

ଅଧିକ ଗ୍ରୀନ ହାଉସ ନିର୍ଗତ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ପ୍ରମୁଖ ସ୍ଥାନରେ ରହିଛି। ଏହାର ଭାରତରେ ପ୍ରଦୂଷଣ ବ‍ଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ୪୦% ବିଜୁଳି ପୁନଃନବୀକରଣ ବ୍ୟବସ୍ଥା ଦ୍ୱାରା ୨୦୭୦ ସୁଦ୍ଧା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତୈଳ ମନ୍ତ୍ରଣାଳୟର ୱେବସାଇଟ୍‌ରେ ଅପଲୋଡ ହୋଇଥିବା ରିପୋର୍ଟରେ ପ୍ୟାନେଲ ପକ୍ଷରୁ କୁହାଯାଇଛି ଯେ “ଯେଉଁ ସବୁ ସିଟି ବସ୍‌ ବିଜୁଳିରେ ନ ଗଡ଼ୁଛି, ସେଭଳି ଗାଡ଼ିକୁ ୨୦୩୦ ସୁଦ୍ଧା ପରିବହନ ସେବାରୁ ହଟାଇ ଦିଆଯାଉ। ୨୦୨୪ ପରଠାରୁ ଆଉ କୌଣସି ଡିଜେଲ ଚାଲିତ ବସ୍‌କୁ ସିଟି ବସ୍‌ ସେବାରେ ସାମିଲ କରା ନ ଯିବା ଦରକାର।”

Also Read

ପୂର୍ବତନ ତୈଳ ସଚିବ ତରୁନ କପୁରଙ୍କ ଅଧ୍ୟକ୍ଷତାରେ ଗଠିତ Energy Transition Advisory Committee କରିଥିବା ସୁପାରିସକୁ ପେଟ୍ରୋଲିୟମ ମନ୍ତ୍ରଣାଳୟ କ୍ୟାବିନେଟ ଅନୁମୋଦନ ପାଇଁ ପ୍ରସ୍ତାବ ଦେଇଛି କି ନାହିଁ, ସେକଥା ଜଣାପଡ଼ିନି। ଦେଶରେ ଲେକ୍ଟ୍ରିକ ଗାଡ଼ିର ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ରିପୋର୍ଟରେ କୁହାଯାଇଛି ଯେ ସରକାର Faster Adoption and Manufacturing of Electric and Hybrid Vehicles scheme (FAME) ଅଧୀନରେ ଦିଆଯାଉଥିବା ସହାୟତା ଅବଧିକୁ ଆହୁରି ବୃଦ୍ଧି କରିବା ଦରକାର। ଏହି ଅବଧିକୁ ୩୧ ମାର୍ଚ୍ଚରୁ ଆହୁରି ବୃଦ୍ଧି କରାଯାଉ।

ଦେଶରେ ବ୍ୟବହାର ହେଉଥିବା ରିଫାଇଣ୍ଡ ତୈଳ ମଧ୍ୟରୁ ଦୁଇ ପଞ୍ଚାଂଶ ଅବଦାନ ଡିଜେଲର ରହିଛି। ଏହାର ୮୦% କେବଳ ପରିବହନ କ୍ଷେତ୍ରରେ ବ୍ୟବହାର ହେଉଛି।

୨୦୨୪ରୁ କେବଳ ବିଦ୍ୟୁତ ଚାଳିତ ସହରୀ ଗାଡ଼ିଗୁଡ଼ିକୁ ନୂଆ ପଞ୍ଜୀକର ପାଇଁ ଅନୁମତି ଦିଆଯାଉ। ଜିନିଷ ପତ୍ର ପରିବହନ ପାଇଁ ପ୍ୟାନେଲ ପକ୍ଷରୁ ରେଳବାଇ ଓ ଗ୍ୟାସ୍‌ ଦ୍ୱାରା ଚାଳିତ ଟ୍ରକ୍‌ର ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ପୂରା ରେଳ ନେଟୱର୍କ କେବଳ ବିଜୁଳି ଦ୍ୱାରା ହିଁ ପରିଚାଳିତ ହେବ।

ପ୍ୟାନେଲ ଆହୁରି କହିଛି ଯେ ଦୂର ବାଟକୁ ସେବା ଯୋଗାଉଥିବା ବସ୍‌ଗୁଡ଼ିକ ବିଜୁଳି ଦ୍ୱାରା କେମିତି ଚାଲିବ, ସେ ବ୍ୟବସ୍ଥା ସରକାର କରନ୍ତୁ। ଆସନ୍ତା ୧୦ରୁ ୧୫ ବର୍ଷ ଯାଏ ତୈଳର ବିକଳ୍ପ ଭାବେ ଗ୍ୟାସ୍‌କୁ ବ୍ୟବହାର କରାଯାଇ ପାରିବ। ବର୍ତ୍ତମାନ ସମଗ୍ର ଦେଶରେ ପରିବହନ ବ୍ୟବସ୍ଥା ପାଇଁ କେବଳ ୬.୨% ଗ୍ୟାସ ବ୍ୟବହାର କରାଯାଉଛି। ଏହାକୁ ୨୦୩୦ ସୁଦ୍ଧା ୧୫%ରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଗ୍ୟାସ ଭଣ୍ଡାର ମଧ୍ୟ ପ୍ରସ୍ତୁତ କରିବାକୁ ପ୍ୟାନେଲ କହିଛି। କାରଣ ଏହାର ଚାହିଦା ୨୦୨୦ ପରଠାରୁ ବୃଦ୍ଧି ପାଇବାରେ ଲାଗିଛି। ୨୦୫୦ ସୁଦ୍ଧା ଏହାର ଅଭିବୃଦ୍ଧି ୯.୭୮% ହାରରେ ବୃଦ୍ଧି ପାଇବ ବୋଲି ପ୍ୟାନେଲ ଆକଳନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story