/odisha-reporter/media/post_attachments/uploadimage/library/16_9/16_9_0/kirti_azad_1717560948.jpg)
kirti_azad
ରାଜନୀତି ମୈଦାନରେ ପୂର୍ବତନ କ୍ରିକେଟର କିର୍ତ୍ତୀ ଆଜାଦ ମାରିଲେ ଛକା। ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଟିଏମ୍ସି ଟିକେଟ୍ରୁ ନିର୍ବାଚନ ଲଢ଼ି ଜିତିଛନ୍ତି କିର୍ତ୍ତୀ ଆଜାଦ। ୭ ଲକ୍ଷରୁ ଅଧିକ ଭୋଟ୍ରେ ସେ ବିଜୟ ହାସଲ କରିଛନ୍ତି।
Advertisment
ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ୧ ଲକ୍ଷ ୩୭ ହଜାର ଭୋଟ୍ ବ୍ୟବଧାନରେ ହରାଇଛନ୍ତି ଆଜାଦ। ଦିଲୀପ ଘୋଷଙ୍କୁ ୫ଲକ୍ଷ ୮୨ହଜାର ଭୋଟ୍ ମିଳିଥିବାବେଳେ କିର୍ତ୍ତୀ ଆଜାଦଙ୍କୁ ୭ ଲକ୍ଷ ୨୦ହଜାର ଭୋଟ୍ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
