Advertisment

୭ ଲକ୍ଷରୁ ଅଧିକ ଭୋଟ୍‌ରେ ଜିତିଲେ କିର୍ତ୍ତୀ ଆଜାଦ

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ୧ ଲକ୍ଷ ୩୭ ହଜାର ଭୋଟ୍‌ ବ୍ୟବଧାନରେ ହରାଇଛନ୍ତି ଆଜାଦ।

kirti_azad

kirti_azad

Advertisment

ରାଜନୀତି ମୈଦାନରେ ପୂର୍ବତନ କ୍ରିକେଟର କିର୍ତ୍ତୀ ଆଜାଦ ମାରିଲେ ଛକା। ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଟିଏମ୍‌ସି ଟିକେଟ୍‌ରୁ ନିର୍ବାଚନ ଲଢ଼ି ଜିତିଛନ୍ତି କିର୍ତ୍ତୀ ଆଜାଦ। ୭ ଲକ୍ଷରୁ ଅଧିକ ଭୋଟ୍‌ରେ ସେ ବିଜୟ ହାସଲ କରିଛନ୍ତି।

Advertisment

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ୧ ଲକ୍ଷ ୩୭ ହଜାର ଭୋଟ୍‌ ବ୍ୟବଧାନରେ ହରାଇଛନ୍ତି ଆଜାଦ। ଦିଲୀପ ଘୋଷଙ୍କୁ ୫ଲକ୍ଷ ୮୨ହଜାର ଭୋଟ୍ ମିଳିଥିବାବେଳେ କିର୍ତ୍ତୀ ଆଜାଦଙ୍କୁ ୭ ଲକ୍ଷ ୨୦ହଜାର ଭୋଟ୍ ମିଳିଛି।

West Bengal LokSabha Election Results 2024 Kirti Azad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe